• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 27th Nov 2023: ପ୍ରେମକ୍ଷେତ୍ରରେ ସଫଳତା ପାଇବେ,ପରକଥାକୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି...

ସୌର ବିଛା ମାସ  କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୭ ତାରିଖ ସୋମବାର । ଚନ୍ଦ୍ର- ବୃଷ ଅହୋରାତ୍ର । ତିଥି-  ପୂର୍ଣ୍ଣିମା ଦିବା ୦୨.୪୬ ଗତେ ପ୍ରତିପଦ । ଘାତଚନ୍ଦ୍ର-  ବିଛା ରାଶିର ଅହୋରାତ୍ର  । ଘାତବାର- ମିଥୁନ ରାଶିର,ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୧.୩୬ ପର୍ଯ୍ୟନ୍ତ ।

Gemini

ମିଥୁନ

Monday 27 Nov 2023

ମୃଗଶିରା- ପ୍ରେମ କ୍ଷେତ୍ରରେ ସଫଳତା ପାଇବେ । ବସ୍ତ୍ର, ବ୍ୟବସାୟ, ଖାଦ୍ୟ ପ୍ରଦାନ ବ୍ୟବସାୟ ସୈାଖିନ ସାମଗ୍ରୀ ବ୍ୟବସାୟ , ଘର ସାଜସଜ୍ଜାକୁ ନେଇ ବ୍ୟବସାୟରେ ଲାଭବାନ ହେବେ । କୌଣସି ଛୋଟ ସମସ୍ୟା କିମ୍ବା ବିବାଦ ମଧ୍ୟ ହ୍ରାସ ପାଇବ ।

ଆଦ୍ରା- କରଜ ପରିଶୋଧ କରିବାରେ ସକ୍ଷମ ହେବେ । ଆପଣ ଅଧ୍ୟୟନ କରିବାକୁ ବହୁତ ଆଗ୍ରହୀ ହେବେ । କଳା କ୍ଷେତ୍ରରେ ଥିବା ଲୋକ ମାନେ ଭଲ ପ୍ରଦର୍ଶନ କରିବେ । ରାଜନୀତିରେ ବହୁତ ଆଗକୁ ଯିବେ ।

ପୁନର୍ବସୁ- ରାଜନୀତିରେ ନିଷ୍କ୍ରିୟ ରହିବାର ସୂଚନା ମିଳିବ । କୋର୍ଟରେ ମାମଲା ପାଇଁ ଶତୃ ବୃଦ୍ଧି ହୋଇପାରନ୍ତି । ନୂଆ ଉପାୟ ପ୍ରୟୋଗ କରିବେ ସାଂସୃତିକ କାର୍ଯ୍ୟରେ ଅଗ୍ରଣୀ ହୋଇ ସାମାଜିକ ସ୍ଥିତିକୁ ସୁଦୃଢ କରିବେ ।

ପ୍ରତିକାର – ମା ବିରଜାଙ୍କର ଆରଧନା କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :