• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 8th September 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଚାକିରିରେ ପଦୋନ୍ନତି ମିଳିବ

ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୦୮ ତାରିଖ ଗୁରୁବାର ତିଥି – ୧୩ ଶୀ ରାତ୍ରି ୦୯/୦୩ ଗତେ ୧୪ଶୀ ଚନ୍ଦ୍ର – ମକର ରାତ୍ରି ୧୨/୩୯ ଗତେ କୁମ୍ଭ ଘାତ ଚନ୍ଦ୍ର- ସିଂହ ରାଶିର , ରାତ୍ରି ୧୨/୩୯ ଗତେ ମିଥୁନ ଓ ମୀନ ରାଶିର ଘାତ ବାର – ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ –ନାସ୍ତି

Aquarius

କୁମ୍ଭ

Thursday 08 Sep 2022

ଧନିଷ୍ଠା –ପାରିବାରିକ ଜୀବନରେ ଦିଗଭ୍ରନ୍ତା ଭଳି ପ୍ରଭାବ ଦେଖାଦେବ

ଶତଭିଷା – ଚାକିରି କ୍ଷେତ୍ରରେ ଅପମାନିତ ହୋଇପାରନ୍ତି

ପୂ , ଭାଦ୍ରପଦ – ବିଦ୍ୟାର୍ଥୀ ପଢାରେ ତୃଟି କରିପାରନ୍ତି

ପ୍ରତିକାର – ହଳଦିଆ ପୋଷାକ ବ୍ୟବହାର କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :