ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୦୮ ତାରିଖ ଗୁରୁବାର ତିଥି – ୧୩ ଶୀ ରାତ୍ରି ୦୯/୦୩ ଗତେ ୧୪ଶୀ ଚନ୍ଦ୍ର – ମକର ରାତ୍ରି ୧୨/୩୯ ଗତେ କୁମ୍ଭ ଘାତ ଚନ୍ଦ୍ର- ସିଂହ ରାଶିର , ରାତ୍ରି ୧୨/୩୯ ଗତେ ମିଥୁନ ଓ ମୀନ ରାଶିର ଘାତ ବାର – ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ –ନାସ୍ତି
ମଘା – ବ୍ୟବସାୟରେ ଉନ୍ନତି ପାଇଁ ନୂଆ ପଥ ଖୋଲିବ
ପୂ , ଫାଲଗୁନୀ - ପାରିପାରିକ ଜୀବନ ସୁଖକର ହୋଇପାରେ
ଉ ,ଫାଲଗୁନୀ – ସଫଳତା ପାଇଁ ପ୍ରୟାସ ଜାରି ରଖନ୍ତୁ
ପ୍ରତିକାର – କୂଳ ଦେବତାଙ୍କର ପୂଜା ସହ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧