• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 8th September 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଚାକିରିରେ ପଦୋନ୍ନତି ମିଳିବ

ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୦୮ ତାରିଖ ଗୁରୁବାର ତିଥି – ୧୩ ଶୀ ରାତ୍ରି ୦୯/୦୩ ଗତେ ୧୪ଶୀ ଚନ୍ଦ୍ର – ମକର ରାତ୍ରି ୧୨/୩୯ ଗତେ କୁମ୍ଭ ଘାତ ଚନ୍ଦ୍ର- ସିଂହ ରାଶିର , ରାତ୍ରି ୧୨/୩୯ ଗତେ ମିଥୁନ ଓ ମୀନ ରାଶିର ଘାତ ବାର – ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ –ନାସ୍ତି

Libra

ତୁଳା

Thursday 08 Sep 2022

ଚିତ୍ରା – ଜୀବନ ସାଥିଙ୍କ ସହିତ ମତଭେଦ ଦେଖାଦେବ

ସ୍ୱାତୀ –ପ୍ରଶାସନିକ ଦାୟିତ୍ୱରେ ଅବହେଳା ରହିବ

ବିଶାଖା – ଚାକିରିରେ ଅପଦସ୍ତ ହୋଇପାରନ୍ତି

ପ୍ରତିକାର – ଶ୍ରୀ ମହାଲକ୍ଷ୍ମୀଙ୍କର ଯନ୍ତ୍ରିକା କବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :