• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 8th Dec 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଆବଶ୍ୟକତା ଠାରୁ ଅଧିକ ଧନ ମିଳିବ

ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୦୮ ତାରିଖ ଗୁରୁବାର। ଚନ୍ଦ୍ର – ବୃଷ ରାତ୍ରି ୦୧/୪୪ ଗତେ ମିଥୁନ, ତିଥି- ପୂର୍ଣ୍ଣିମା ଦିବା ୦୯/୩୮ ଗତେ ପ୍ରତିପଦ, ଘାତ ଚନ୍ଦ୍ର- ବିଛା ରାତ୍ରି ୦୧/୪୪ ଗତେ କନ୍ୟା, ଘାତ ବାର – ତୁଳା ,କୁମ୍ଭ, ପୁଷ୍କର ଦୋଷ – ନାସ୍ତି

Sagittarius

ଧନୁ

Thursday 08 Dec 2022

ମୂଳା – ସାହିତ୍ୟ, ସଙ୍ଗୀତ ଓ ସୃଜନାଶୀଳତା ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ନିଜର ମନ ଅନୁଯାୟୀ କର୍ମ କରିବେ । ସନ୍ତାନ ମାନଙ୍କ କୃତିତ୍ୱ ପାଇଁ ଗର୍ବ ଅନୁଭବ କରିବେ।

ପୂ, ଷାଢା – ରାଜନେତାଙ୍କ ସାହାର୍ଯ୍ୟ ସହଯୋଗ ମାଧ୍ୟମରେ ଯଶ ସମ୍ମାନର ଅଧିକାରୀ ହେବେ । ପିଲାଙ୍କ କ୍ୟାରିୟର ପାଇଁ ମହତ୍ୱପୂର୍ଣ୍ଣ ନିଷ୍ପତି ନେଇପାରନ୍ତି ।

ଉ, ଷାଢା – ସରକାରୀ ସାହାର୍ଯ୍ୟରୁ ଅର୍ଥ ଲାଭ ହୋଇପାରେ । କୋର୍ଟରେ ନିସ୍ପତି ଆପଣଙ୍କ ଲାଗି ଫଳପ୍ରଦ ହେବ ।

ପ୍ରତିକାର – ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ।

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :