• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 8th Dec 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଆବଶ୍ୟକତା ଠାରୁ ଅଧିକ ଧନ ମିଳିବ

ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୦୮ ତାରିଖ ଗୁରୁବାର। ଚନ୍ଦ୍ର – ବୃଷ ରାତ୍ରି ୦୧/୪୪ ଗତେ ମିଥୁନ, ତିଥି- ପୂର୍ଣ୍ଣିମା ଦିବା ୦୯/୩୮ ଗତେ ପ୍ରତିପଦ, ଘାତ ଚନ୍ଦ୍ର- ବିଛା ରାତ୍ରି ୦୧/୪୪ ଗତେ କନ୍ୟା, ଘାତ ବାର – ତୁଳା ,କୁମ୍ଭ, ପୁଷ୍କର ଦୋଷ – ନାସ୍ତି

Cancer

କର୍କଟ

Thursday 08 Dec 2022

ପୁନର୍ବସୁ - ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ବାହାରେ ଭୋଜନ କରିବେ । କର୍ମ କ୍ଷେତ୍ରରେ କୈାଣସି ପରିବର୍ତ୍ତନ ହୋଇପାରେ ।

ପୁଷ୍ୟା – କାରବାରରେ ବକୟ ଅର୍ଥ ପାଇବେ । ରାଜନୀତି ବିରୋଧୀ ସମ୍ମୁଖୀନ ହେଲେ ମଧ୍ୟ ବିରୋଧୀ ଦଳ କିଛି କ୍ଷତି କରିପାରିବେ ନାହିଁ ।

ଅଶ୍ଳେଷା - ଅଧ୍ୟାପକଙ୍କ ଲାଗି ଧନର ନୂଆ ମାର୍ଗ ଖୋଲିବ । ମାଲିମକନ୍ଦମାରେ ପରାଜୟ ଶିକାର କରିବାକୁ ପଡିବ ।

ପ୍ରତିକାର – ମା ଭୂବନେଶୂରୀଙ୍କ ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ।

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :