• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 8th Dec 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଆବଶ୍ୟକତା ଠାରୁ ଅଧିକ ଧନ ମିଳିବ

ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୦୮ ତାରିଖ ଗୁରୁବାର। ଚନ୍ଦ୍ର – ବୃଷ ରାତ୍ରି ୦୧/୪୪ ଗତେ ମିଥୁନ, ତିଥି- ପୂର୍ଣ୍ଣିମା ଦିବା ୦୯/୩୮ ଗତେ ପ୍ରତିପଦ, ଘାତ ଚନ୍ଦ୍ର- ବିଛା ରାତ୍ରି ୦୧/୪୪ ଗତେ କନ୍ୟା, ଘାତ ବାର – ତୁଳା ,କୁମ୍ଭ, ପୁଷ୍କର ଦୋଷ – ନାସ୍ତି

Pisces

ମୀନ

Thursday 08 Dec 2022

ପୂ, ଭାଦ୍ରପଦ - କର୍ମ କ୍ଷେତ୍ରରେ କାମକୁ ପୂରା କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ ଓ ତହିଁରେ ଲାଭ ମିଳିବ । ଶାରୀରିକ ପିଡା ଭୋଗ କରି ପାରନ୍ତି ।

ଉ , ଭଦ୍ରପଦ - ରାଜନୈତିକ କ୍ଷେତ୍ରରେ ବିଜୟ ଲାଭ କରିବେ । ମହିଳା ମାନେ ସମସ୍ତଙ୍କ ପ୍ରିୟ ଭାଜନ ହେବେ । ପଢାପଢି ଓ ପରୀକ୍ଷାରେ ସଫଳତା ପାଇବେ ।

ରେବତୀ – ଚାକିରି କ୍ଷେତ୍ରରେ ବଦଳିର ସୂଚନା ମିଳିବ । ପରିସ୍ଥିତିରେ ପଡି ଜମି ବିକ୍ରୟ କରିବେ ।

ପ୍ରତିକାର – କୈାଣସି ସାଧୁଙ୍କୁ ଦାନ କରନ୍ତୁ।

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :