• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 8th Dec 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଆବଶ୍ୟକତା ଠାରୁ ଅଧିକ ଧନ ମିଳିବ

ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୦୮ ତାରିଖ ଗୁରୁବାର। ଚନ୍ଦ୍ର – ବୃଷ ରାତ୍ରି ୦୧/୪୪ ଗତେ ମିଥୁନ, ତିଥି- ପୂର୍ଣ୍ଣିମା ଦିବା ୦୯/୩୮ ଗତେ ପ୍ରତିପଦ, ଘାତ ଚନ୍ଦ୍ର- ବିଛା ରାତ୍ରି ୦୧/୪୪ ଗତେ କନ୍ୟା, ଘାତ ବାର – ତୁଳା ,କୁମ୍ଭ, ପୁଷ୍କର ଦୋଷ – ନାସ୍ତି

Gemini

ମିଥୁନ

Thursday 08 Dec 2022

ମୃଗଶିରା - ପରିଜନଙ୍କ ସହିତ ଗମ୍ଭୀର ପ୍ରସଙ୍ଗରେ କଥା ହେବେ । ସାମୟିକ ଅସୁସ୍ଥତା ଅନୁଭବ କରିବେ । କର୍ମ କ୍ଷେତ୍ରରେ ଅଧିକାରୀଙ୍କ ଅନୁକମ୍ପା ହାସଲ କରିବେ ।

ଆଦ୍ରା - ବ୍ୟବସାୟରେ ମନ୍ଥରତା ଲାଗି ରହିବ । ମହିଳା ମାନେ ପରିବାରରେ ଉତ୍କଷ୍ଟ ମନୋଭାବ ଜାଗ୍ରତ କରିବେ । ଶିକ୍ଷାର୍ଥୀ ଆଳସ୍ୟ ତ୍ୟାଗ କରନ୍ତୁ।

ପୁନର୍ବସୁ - ହଠାତ୍ ଉପୁଜୁଥିବା କ୍ରୋଧକୁ ଆୟତରେ ରଖନ୍ତୁ । ପଇସା ଦେବା ନେବା ବେଳେ ସାବଧନତା ଅବଲମ୍ବନ କରନ୍ତୁ।

ପ୍ରତିକାର – ତ୍ରିପୁରା ସିନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ ।

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :