• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 30th September 2023: ଏହି ରାଶିର ବ୍ୟକ୍ତି ବିଶେଷଙ୍କ କ୍ଷେତ୍ରରେ ଧନଲାଭର ବଡ଼ ସୁଯୋଗ

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୩୦ ତାରିଖ ଶନିବାର । ଚନ୍ଦ୍ର - ମୀନ ରାତ୍ରି ୦୯.୦୯ ଗତେ ମେଷ । ତିଥି - ପ୍ରତିପଦ ଦିବା ୧୨.୨୧ ଗତେ ୨ୟା । ଘାତ ଚନ୍ଦ୍ର - ଧନୁ ରାଶିର, ରାତ୍ରି ୦୯.୦୯ ଗତେ ମେଷ ରାଶି । ଘାତ ବାର- ବୃଷ, ସିଂହ ଓ କନ୍ୟା ।

Capricorn

ମକର

Saturday 30 Sep 2023

ଉ, ଷାଢା- ପ୍ରେମ ଜୀବନ ମଧୁର ମୟ ରହିବ । ବ୍ୟବସାୟରେ ନୂଆ ପ୍ରସ୍ତାବ ଉପରେ ବିଚାର କରିବେ । କର୍ମ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରିବେ ।

ଶ୍ରବଣା- ଚାକିରି କ୍ଷେତ୍ରରେ ମନସ୍କାମନା ପୂରଣ ହେବ । କୌଣସି ନୂତନ ଯାନ, ବାହନ କିଣି ପାରନ୍ତି । ବିରୋଧୀ ମାନଙ୍କ ସହ ଦୃଢ ମୁକାବିଲା କରିବେ । ଛାତ୍ରଛାତ୍ରୀ ମାନେ ମଧ୍ୟମ ଧରଣର ଫଳ ପାଇବେ । 

ଧନିଷ୍ଠା- ମାନ ମର୍ଯ୍ୟାଦାରେ ଅଭିବୃଦ୍ଧି ଘଟିବ । କୋର୍ଟକଚେରୀ ମାମଲାଠୁ ଦୂରରେ ରୁହନ୍ତୁ । ଧର୍ମ ଷ୍ପୁସ୍ତକ ପଢିବାରେ ଆଗ୍ରହ ବଢିବ । ନମ୍ର ସ୍ୱଭାବ ସହ ମୁରବିଙ୍କ ସହିତ କଥାବାର୍ତା ହୁଅନ୍ତୁ । 

ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮

ପ୍ରତିକାର- କଳା ରାଶି ଗୁଣ୍ଡ ପିମ୍ପୁଡି ଗାତ ନିକଟରେ ପକାନ୍ତୁ