• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 30th September 2023: ଏହି ରାଶିର ବ୍ୟକ୍ତି ବିଶେଷଙ୍କ କ୍ଷେତ୍ରରେ ଧନଲାଭର ବଡ଼ ସୁଯୋଗ

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୩୦ ତାରିଖ ଶନିବାର । ଚନ୍ଦ୍ର - ମୀନ ରାତ୍ରି ୦୯.୦୯ ଗତେ ମେଷ । ତିଥି - ପ୍ରତିପଦ ଦିବା ୧୨.୨୧ ଗତେ ୨ୟା । ଘାତ ଚନ୍ଦ୍ର - ଧନୁ ରାଶିର, ରାତ୍ରି ୦୯.୦୯ ଗତେ ମେଷ ରାଶି । ଘାତ ବାର- ବୃଷ, ସିଂହ ଓ କନ୍ୟା ।

Aquarius

କୁମ୍ଭ

Saturday 30 Sep 2023

ଧନିଷ୍ଠା- ପରିବହନ ଓ ଖାଦ୍ୟ ପଦାର୍ଥକୁ ନେଇ ବ୍ୟବସାୟରେ ନିଜ ଆଶାନୁରୂପକ ବ୍ୟବସାୟ କରିବେ । ନିଜ ପରିବାରକୁ ଅଧିକ ସମୟ ଦେବା ସହିତ ହସ ଖୁସିରେ ସମୟ କାଟିବେ । ପ୍ରେମ ସମ୍ପର୍କକୁ ଦୃଢ଼ କରିବେ ।

ଶତଭିଷା- ରାଜନେତା ନୂଆ କାର୍ଯ୍ୟ ଭାର ଗ୍ରହଣ କରିବେ । ସାମାଜିକ କ୍ଷେତ୍ରରେ ଯଶ ବଢ଼ିବ । ମହିଳା ମାନେ ପରିବାରରେ ପୃଷ୍ଟି ସାଧନ ପାଇଁ ପ୍ରୟାସ କରିବେ ।

ପୂ, ଭାଦ୍ରପଦ- ଜ୍ୟୋତିଷ ବିଜ୍ଞାନର ଚର୍ଚ୍ଚା କରି ପାରନ୍ତି । ଖୋଳାଳି ମାନେ ଉତମ ପ୍ରଦର୍ଶନ କରି ସମୀକ୍ଷକଙ୍କ ପ୍ରଂଶସା ଭାଜନ ହେବେ । ଆପଣଙ୍କ ଭିତରେ ଅଧିକ ଆତ୍ମବିଶ୍ୱାସ ରହିବ ।

ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮

ପ୍ରତିକାର- ଗୋଟେ ନାସିଲଗା ପଇଡକୁ ଭାସିଯାଉଥିବା ଜଳରେ ଭସେଇ ଦିଅନ୍ତୁ ।