• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 29th Oct 2022: ଏହି ରାଶିର ବ୍ୟକ୍ତିଙ୍କର ଆଜି ଚାକିରିରେ ବଦଳି ହୋଇପାରେ

ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ଶନିବାର ଚନ୍ଦ୍ର – ବିଛା ଦିବା ୦୯/୦୫ ଗତେ ଧନୁ ତିଥି- ୪ର୍ଥୀ ଦିବା ୦୮/୧୩ ଗତେ ୫ମୀ ଘାତ ଚନ୍ଦ୍ର- ଦିବା ୦୯/୦୫ ଗତେ ତୁଳା ଓ କୁମ୍ଭ ଘାତ ବାର – ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ – ୧ ପାଦ କୃଷିହାନି - ଭୂମିଦାନ

Sagittarius

ଧନୁ

Saturday 29 Oct 2022

ମୂଳା – ବନ୍ଧୁଙ୍କ ଠାରୁ ଉତମ ପରାମର୍ଶ ମିଳିବ । ବ୍ୟପାପରେ ପ୍ରଗତିରେ ଯଥେଷ୍ଟ ଧ୍ୟାନ ଦିଅନ୍ତୁ ।

ପୂ , ଷାଢା – ରାଜନିତିରେ କୈାଣସି କଥାକୁ ନେଇ ତର୍କବିତର୍କ ହୋଇପାରେ । ଅଫିସରେ କୈାଣସି ମହତ୍ୱ ପୂର୍ଣ୍ଣ କାର୍ଯ୍ୟ ମିଳିବ । ନୃତ୍ୟ ବାଦି କ୍ଷେତ୍ରରେ ସୁନାମ ଅର୍ଜନ କରିପାରନ୍ତି

ଉ , ଷାଢା – କୋର୍ଟର ଫଇସଲା ଆପଣଙ୍କ ପାଖକୁ ଆସିପାରେ । ମହିଳା ମାନେ ଧାର୍ମିକ ଆୟୋଜନର ରୂପରେଖ ପ୍ରସ୍ତୁତ କରିବେ

ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩

ପ୍ରତିକାର – ମାଆ ତାରାଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :

VASTU TIPS