• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 29th Oct 2022: ଏହି ରାଶିର ବ୍ୟକ୍ତିଙ୍କର ଆଜି ଚାକିରିରେ ବଦଳି ହୋଇପାରେ

ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ଶନିବାର ଚନ୍ଦ୍ର – ବିଛା ଦିବା ୦୯/୦୫ ଗତେ ଧନୁ ତିଥି- ୪ର୍ଥୀ ଦିବା ୦୮/୧୩ ଗତେ ୫ମୀ ଘାତ ଚନ୍ଦ୍ର- ଦିବା ୦୯/୦୫ ଗତେ ତୁଳା ଓ କୁମ୍ଭ ଘାତ ବାର – ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ – ୧ ପାଦ କୃଷିହାନି - ଭୂମିଦାନ

Cancer

କର୍କଟ

Saturday 29 Oct 2022

ପୁନର୍ବସୁ - ଭାବପ୍ରବଣ ରହିଲେ ମନରେ ଅଶାନ୍ତି ବଢିବ । କୃଷି ଜୀବୀଙ୍କୁ ଲାଭ ମିଳିପାରେ । ସହକର୍ମୀ ମାନଙ୍କ ସହିତ ମନୋ ମାଳିନି ଘଟିପାରେ

ପୁଷ୍ୟା – ରାଜନୀତିରେ ଥିବା ବ୍ୟକ୍ତି ମାନେ ସଫଳତା ପାଇବେ । ନିଜର ମନ ଅନୁଯାୟୀ କର୍ମ କ୍ଷେତ୍ରରେ ସ୍ୱାଧିନତା ପାଇ ପାରନ୍ତି । ପିଲାମାନେ ଉଦଯୋଗି ହେବେ

ଅଶ୍ଳେଷା - ବ୍ୟାଙ୍କରୁ ଋଣ ପାଇବାର ପଥ ପରିଷ୍କାର ହୋଇଯିବ । ଗୃହିଣୀଙ୍କ ଘରକାମରେ ଘର ଲୋକ ସାହାର୍ଯ୍ୟ କରିବେ

ପ୍ରତିକାର – ଓଁ ସୋମାୟ ନମଃ ମନ୍ତ୍ର ଜପ କରି ଘରୁ ବାହାରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :

VASTU TIPS