• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 29th January 2024: ଏହି ରାଶିର ବ୍ୟକ୍ତିମାନଙ୍କର ପୁରାତନ ରୋଗର ପୀଡା ବୃଦ୍ଧି ପାଇବ..

ସୌର ମକରମାସ ମାଘ କୃଷ୍ଣପକ୍ଷ । ଇଂରାଜୀ ୨୯ ତାରିଖ ସୋମବାର । ଚନ୍ଦ୍ର- ସିଂହ ରାତ୍ରି ୦୧.୪୪ ଗତେ କନ୍ୟା । ତିଥି- ୪ର୍ଥୀ ଅହୋରାତ୍ର । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର,ରାତ୍ରି ୦୧.୪୪ ଗତେ ବୃଷ ରାଶିର ।

Sagittarius

ଧନୁ

Monday 29 Jan 2024

ମୂଳା - ସ୍ୱାସ୍ଥ୍ୟରେ ସୁଧାର ସାଙ୍ଗକୁ ମାନସିକ ସ୍ଥିରତା ଅକ୍ଷୁର୍ଣ୍ଣ ରହିବ । କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି ସହ ସହକର୍ମୀ ସହନାଭୁତି ପ୍ରଦର୍ଶନ କରିବେ । ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ କମ୍ ପରିଶ୍ରମରେ ଅଧିକ ଫଳ ପାଇବେ ।
ପୂ,ଷାଢା - ବିବାଦୀୟ ପରିସ୍ଥିତିକୁ ମନବୁଝାଣିଆ କଥା କହି ପରିବେଶକୁ ସ୍ୱାଭାବିକ କରିପାରନ୍ତି । କୌଣସି କାରଣରୁ ମନ ଭଲ ରହିବ ନାହିଁ ।  ରାଜନୀତିରେ ଆର୍ଥିକ ଲାଭ ମିଳିବ ।
ଉ,ଷାଢା - ମାଲିମକଦ୍ଦମାରେ ବିଜୟ ପ୍ରାପ୍ତିର ଆଶା କରିବେ । ମହିଳା ମାନଙ୍କର ସମସ୍ୟା ସୁଧାରିବା କ୍ଷେତ୍ରରେ ସହଯୋଗ ଅଭାବ ରହିବ ନାହିଁ ।
ପ୍ରତିକାର – ତାରାଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :