• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 28th Feb 2024: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଧନଲାଭର ଯୋଗ ରହିଛି

ସୌର କୁମ୍ଭମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀ ୨୮ ତାରିଖ ବୁଧବାର । ଚନ୍ଦ୍ର- କନ୍ୟା ରାତ୍ରି ୦୮.୫୯ ଗତେ ତୁଳା । ତିଥି-ଚତୁର୍ଥୀ ରାତ୍ରି ୦୪.୧୮ ଗତେ ପଞ୍ଚମୀ । ଘାତଚନ୍ଦ୍ର-  ବୃଷ ରାଶିର ରାତ୍ରି ୦୮.୫୯ ପର୍ଯ୍ୟନ୍ତ । ଘାତବାର- କର୍କଟ ରାଶିର ।

Gemini

ମିଥୁନ

Wednesday 28 Feb 2024

ମୃଗଶିରା- କର୍ମ କ୍ଷେତ୍ରରେ ଅଗ୍ରଗତି ଘଟିବ । ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ । ଅନେକ ସୂତ୍ରରୁ କିଛି ଧନ ସମ୍ପତି ପାଇବାର ଯୋଗ ଅଛି ।

ଆଦ୍ରା- ବିଦ୍ୟାର୍ଥୀ ମାନେ ପଢାରେ ଶିକ୍ଷକଙ୍କ ସହାୟତା ପାଇବେ । ପରିବାରର ସମ୍ପର୍କୀୟଙ୍କ କୌଣସି ଘଟଣା ଯୋଗୁଁ ବ୍ୟତିବ୍ୟସ୍ତ ହୋଇଯିବେ । ନୂଆ ଲକ୍ଷ ପୂରଣ କରିବା ପାଇଁ ସାହାର୍ଯ୍ୟ ସହଯୋଗ ମିଳିବ ।

ପୁନର୍ବସୁ- ମହିଳା ମାନେ ଆନନ୍ଦରେ ସମୟ ଅତିବାହିତ କରିବେ । ଲୋକେ ଆପଣଙ୍କ ବ୍ୟକ୍ତିତ୍ୱକୁ ପ୍ରେରଣା ଦେବେ । ଚଞ୍ଚଳ ମନ ଯୋଗୁ କୌଣସି କର୍ମ ଠିକ୍ ଭାବରେ କରିପାରିବେ ନାହିଁ ।

ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫

ପ୍ରତିକାର-ବୁଧଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ