• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 27 Dec 2023: ଏହି ରାଶିର ବ୍ୟକ୍ତିଙ୍କ ଆଜି ଦରମା ବଢ଼ିପାରେ

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ବୁଧବାର । ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି- ପ୍ରତିପଦ ଅହୋରାତ୍ର । ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ରାତ୍ରି ୧୧.୨୯ ଗତେ ୧ ପାଦ-କୁଟୁମ୍ବହାନୀ-ତିଳକାଞ୍ଚନ ଦାନ ।

Scorpio

ବିଛା

Wednesday 27 Dec 2023

ବିଶାଖା- ଭାଗିଦାରୀ ବ୍ୟବସାୟରେ ମନୋମାଳିନ୍ୟ ଦେଖାଦେଇପାରେ । ମାନସିକ ପ୍ରଫୁଲ୍ଲତା ଓ ବିଳାସ ବ୍ୟସନରେ ଜୀବନ ନିର୍ବାହ କରିବେ । କର୍ମଜୀବୀ ମାନେ କର୍ମ ପ୍ରବଣତା ଦେଖାଇବେ ।

ଅନୁରାଧା- ସରକାରୀ କ୍ଷେତ୍ରରେ ପ୍ରୋତ୍ସାହନ ମିଳିପାରେ । କ୍ୟାରିୟରରେ ମୋଡ ପରିବର୍ତ୍ତନ ଲାଗି ଦିନଟି ଶୁଭ ରହିବ । ରାଜନୈତିକ କ୍ଷେତ୍ରରେ ପ୍ରବଳ ଲୋକ ସମର୍ଥନ ମିଳିବ ।

ଜ୍ୟେଷ୍ଠା- ଆର୍ଥିକ କ୍ଷତି ହେବା ସହ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଜମି କିଣାବିକା ବ୍ୟବସାୟରେ ଲାଭବାନ ହେବେ । ବନ୍ଧୁ ବର୍ଗଙ୍କ ମଧ୍ୟରେ କଳହ ଉପୁଜିପାରେ ।

ପ୍ରତିକାର- ସୂର୍ଯ୍ୟ ଦେବତାଙ୍କୁ ନାଲି ମନ୍ଦାର ଅର୍ପଣ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :