• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 25th January 2023: ଆଜି ଏହି ରାଶିର ବ୍ୟକ୍ତିଙ୍କ ଅର୍ଥ ଲାଭ ଯୋଗ ରହିଛି

ସୌର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ, ବୁଧବାର, ଚନ୍ଦ୍ର – କୁମ୍ଭ ଦିବା ୦୨.୩୦ ଗତେ ମୀନ ତିଥି - ୪ର୍ଥୀ ଦିବା ୦୩.୨୨ ଗତେ ୫ମୀ  ଘାତ ଚନ୍ଦ୍ର – ମିଥୁନ ଓ ମୀନ ଦିବା ୦୨.୩୦ ଗତେ ଧନୁ ଘାତ ବାର- କର୍କଟ ପୁଷ୍କର ଦୋଷ – ୧ ପାଦ - କୁଟୁମ୍ଭ ହାନି- ତିଳକାଞନ ଦାନ ରାତ୍ରି ୦୮.୦୬ ପର୍ଯ୍ୟନ୍ତ।

Virgo

କନ୍ୟା

Wednesday 25 Jan 2023

ଉ- ଫାଲ୍‌ଗୁନୀ-  ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ଆପଣଙ୍କର ବେପରୁଆ ମନୋଭାବ ରହିବ । ସପଂର୍କୀୟମାନଙ୍କ ସହିତ ବନ୍ଧୁତା ସୂତ୍ରରେ ଆବଦ୍ଧ ହୋଇ ପାରନ୍ତି । ନୂଆ କାମରେ ଭାଗ୍ୟ ସାଥ୍ ଦେଇପାରେ ।
ହସ୍ତା-  ବ୍ୟବସାୟରେ ଆଶା କରାଯାଉଥିବା ସଫଳତା ପାଇବାର ସମ୍ଭାବନା ରହିଛି ।  ଚାକିରିରେ ନିଜକୁ ସଂଯତ ରଖି ଚଳିଲେ ଭଲ । କ୍ୟାରିୟରେ ନୂଆ କିର୍ତ୍ତୀମାନ ସ୍ଥାପନ କରିବେ।
ଚିତ୍ରା- ସୁଖ, ସମୃଦ୍ଧି ବଢିବ, ମହିଳାମାନେ ସମ୍ମାନୀୟ ହେବେ । ଗଣମାଧ୍ୟମରେ କର୍ମଚାରୀଙ୍କ ଲାଗି ଦିନଟି ଭଲ ରହିବ । ପୂର୍ବରୁ ଅର୍ଜିତ କରିଥିବା ସମ୍ପତିକୁ ନେଇ କିଛି ବିଶେଷ ଯୋଗନା ପ୍ରସ୍ତୁତ କରିପାରନ୍ତି ।

ପ୍ରତିକାର - ଶ୍ରୀ ବିଷ୍ଣୁଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ  

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :

VASTU TIPS