• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 22nd September 2023: କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ, ଯାତ୍ରା କଲା ବେଳେ ସତର୍କ ରୁହନ୍ତୁ...

ସୈାର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୨ ତାରିଖ, ଶୁକ୍ରବାର। ଚନ୍ଦ୍ର – ବିଛା ଦିବା ୦୩.୩୩ ଗତେ ଧନୁ ତିଥି- ୭ମୀ  ଦିବା ୦୧.୩୫ ଗତେ ୮ମୀ ଘାତ ଚନ୍ଦ୍ର - ଦିବା ୦୩.୩୩ ଗତେ ତୁଳା ଓ କୁମ୍ଭ ଘାତ ବାର – ବିଛା, ଧନୁ ଓ ମୀନ ପୁଷ୍କର ଦୋଷ – ୧ ପାଦ ପଶୁସମ୍ପଦ ନାଶ- ଅନ୍ନ ଦାନ ଦିବା ୦୧.୩୫ ପର୍ଯ୍ୟନ୍ତ 

Capricorn

ମକର

Friday 22 Sep 2023

ଉ, ଷାଢା- ବୈବାହିକ ଜୀବନ ପ୍ରେମ ପୂର୍ଣ୍ଣ ରହିବ । ଗୁରୁଜନଙ୍କ ସେବା କରି ଆଶୀର୍ବାଦ ଲାଭ କରିବେ । ବ୍ୟବସାୟୀମାନେ ବ୍ୟବସାୟ କ୍ଷେତ୍ରରେ ଅନେକ ଲାଭ ପାଇବେ । 
ଶ୍ରବଣା- ରାଜନୈତିକ ନେତାମାନେ ଶତ୍ରୁମାନଙ୍କ ଦ୍ୱାରା ଭୟଭୀତ ହେବେ । ଛାତ୍ରଛାତ୍ରୀମାନେ ନୂତନ ଶିକ୍ଷା ଗ୍ରହଣ ପାଇଁ ମନ ବଳାଇବେ । କ୍ୟାରିୟର ପ୍ରତି ସଚେତନ ରହିବେ । 
ଧନିଷ୍ଠା- ପଡୋଶୀଙ୍କୁ କାମରେ ଲଗାଇ କୌଶଳରେ କାର୍ଯ୍ୟ ହାସଲ କରିନେବେ । ଏକ ଅସ୍ଥାବର ସମ୍ପତ୍ତି କିଣିବା ସହିତ ଆପଣ ନିଜ ଘର ମଧ୍ୟ ପାଇପାରିବେ । ମହିଳାମାନେ ଅଧିକ କାର‌୍ୟ୍ୟକରି ପ୍ରଂଶସିତ ହେବେ ।

ପ୍ରତିକାର – ଦକ୍ଷିଣ କାଳୀଙ୍କୁ ପୂଜା କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :