• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 22nd September 2023: କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ, ଯାତ୍ରା କଲା ବେଳେ ସତର୍କ ରୁହନ୍ତୁ...

ସୈାର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୨ ତାରିଖ, ଶୁକ୍ରବାର। ଚନ୍ଦ୍ର – ବିଛା ଦିବା ୦୩.୩୩ ଗତେ ଧନୁ ତିଥି- ୭ମୀ  ଦିବା ୦୧.୩୫ ଗତେ ୮ମୀ ଘାତ ଚନ୍ଦ୍ର - ଦିବା ୦୩.୩୩ ଗତେ ତୁଳା ଓ କୁମ୍ଭ ଘାତ ବାର – ବିଛା, ଧନୁ ଓ ମୀନ ପୁଷ୍କର ଦୋଷ – ୧ ପାଦ ପଶୁସମ୍ପଦ ନାଶ- ଅନ୍ନ ଦାନ ଦିବା ୦୧.୩୫ ପର୍ଯ୍ୟନ୍ତ 

Sagittarius

ଧନୁ

Friday 22 Sep 2023

ମୂଳା- ଅନ୍ୟମାନଙ୍କ ପ୍ରତି ଭଲ ବ୍ୟବହାର ରହିବା ଉଚିତ୍ । ଆର୍ଥିକ ସମସ୍ୟା ନିଶ୍ଚିତ ରୂପେ ସମାଧାନ ହୋଇଯିବ । ପରିବାର ମଧ୍ୟରେ ଉପୁଜି ଥିବା କଳହର ସମାଧାନ ହୋଇଯିବ । 
ପୂ, ଷାଢା- ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ କରି ପ୍ରଶଂସା ପାଇବେ । ଶତ୍ରୁମାନେ ଦୂରେଇ ଯିବା ଫଳରେ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ । ବିଦ୍ୟାର୍ଥୀମାନେ ପାଠ ପଢାରେ ମନ ଦେବେ । 
ଉ, ଷାଢା- ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟତ କରିବା ଉଚିତ୍ । ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ୱନ୍ଦ ଉପୁଜି ପାରେ । ଅଜଣା ବ୍ୟକ୍ତିଙ୍କୁ ସାହାଯ୍ୟ କରି ହଇରାଣରେ ପଡିପାରନ୍ତି । 

ପ୍ରତିକାର – ବୃହସ୍ପତିଙ୍କର ମନ୍ତ୍ର ପାଠ କରନ୍ତୁ 

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :