• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 21st October 2023: କିଣାବିକା କ୍ଷେତ୍ରରେ ସତର୍କତା ଅବଲମ୍ବନ ନକଲେ ଠକାମିରେ ପଡ଼ିପାରନ୍ତି...

ସୌର  ତୁଳା ମାସ  ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୧ ତାରିଖ ଶନିବାର, ଚନ୍ଦ୍ର- ଧନୁ ରାତ୍ରି  ୦୧. ୩୭ ଗତେ ମକର ତିଥି –  ୭ମୀ ରାତି  ୦୯.୫୩ ଗତେ ୮ମୀ  ଘାତ ଚନ୍ଦ୍ର-  ତୁଳା ଓ କୁମ୍ଭ ରାଶିର, ରାତ୍ରି ୦୧.୩୭ ଗତେ ସିଂହ ରାଶିର ଘାତ ବାର –  ବୃଷ , ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ – ୨ପାଦ କୃଷି ଓ ପଶୁହାନି ଭୂମି ଓ ଅନ୍ନ ଦାନ ରାତ୍ରି ୦୭.୫୩ ଗତେ  ୩ ପାଦ କୃଷି, ପଶୁ ଓ ବଂଶ ହାନି ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୦୯.୫୩ ଗତେ ୨ ପାଦ କୃଷି ଓ ପଶୁହାନି ଭୂମି ଓ ଅନ୍ନଦାନ

Aquarius

କୁମ୍ଭ

Saturday 21 Oct 2023

ଧନିଷ୍ଠା – ପାରିବାରିକ ସ୍ଥିରତା ହଠାତ୍ ଆସି ନପାରେ । ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଏକାନ୍ତବୋଧ ହ୍ରାସ ପାଇବ । କର୍ମକ୍ଷେତ୍ରରେ ସରକାରୀ ସ୍ତରରେ ସମ୍ମାନିତ ହେବେ 
ଶତଭିଷା – ସଭାସମିତି କ୍ଷେତ୍ରରେ ପ୍ରଶଂସିତ ହେବେ । ପରିବହନ କ୍ଷେତ୍ରରେ ଆଶା ଠାରୁ ଅଧିକ ଫଳ ପାଇବ । ବିଦ୍ୟାର୍ଥୀ ମାନେ ଉଚ୍ଚ ଶିକ୍ଷା ଲାଭ କରିବେ ।
ପୂ , ଭାଦ୍ରପଦ  – ଘରଭଡାକୁ କେନ୍ଦ୍ରକରି ସମସ୍ୟା ଦେଖା ଦେଇପାରେ । ମହିଳାମାନେ ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ ।

ପ୍ରତିକାର – ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ 

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :