• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 21st October 2023: କିଣାବିକା କ୍ଷେତ୍ରରେ ସତର୍କତା ଅବଲମ୍ବନ ନକଲେ ଠକାମିରେ ପଡ଼ିପାରନ୍ତି...

ସୌର  ତୁଳା ମାସ  ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୧ ତାରିଖ ଶନିବାର, ଚନ୍ଦ୍ର- ଧନୁ ରାତ୍ରି  ୦୧. ୩୭ ଗତେ ମକର ତିଥି –  ୭ମୀ ରାତି  ୦୯.୫୩ ଗତେ ୮ମୀ  ଘାତ ଚନ୍ଦ୍ର-  ତୁଳା ଓ କୁମ୍ଭ ରାଶିର, ରାତ୍ରି ୦୧.୩୭ ଗତେ ସିଂହ ରାଶିର ଘାତ ବାର –  ବୃଷ , ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ – ୨ପାଦ କୃଷି ଓ ପଶୁହାନି ଭୂମି ଓ ଅନ୍ନ ଦାନ ରାତ୍ରି ୦୭.୫୩ ଗତେ  ୩ ପାଦ କୃଷି, ପଶୁ ଓ ବଂଶ ହାନି ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୦୯.୫୩ ଗତେ ୨ ପାଦ କୃଷି ଓ ପଶୁହାନି ଭୂମି ଓ ଅନ୍ନଦାନ

Taurus

ବୃଷ

Saturday 21 Oct 2023

କୃତିକା  - ପ୍ରେମ ଜୀବନରେ ଉତ୍ତମ ବୁଝାବଣା ରହିବ ।  ଆକସ୍ମିକ ଭାବେ ନିକଟ ସମ୍ପର୍କୀୟ ମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ । ଆଜିର କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନିଧ୍ୟରୁ ଉପକୃତ ହୋଇପାରନ୍ତି ।
ରୋହିଣୀ – ବିବାଦୀୟ ପରିସ୍ଥିତିକୁ ମନବୁଝାଣିଆ କଥା କହି ପରିବେଶକୁ ସ୍ୱାଭାବିକ କରିପାରନ୍ତି । କୈାଣସି କାରଣରୁ ମନ ଭଲ ରହିବ ନାହିଁ ।  ରାଜନୀତିରେ ଆର୍ଥିକ ଲାଭ ମିଳିବ 
ମୃଗଶିରା –  ଭଲ ସମ୍ପର୍କ ନଥିବା ବ୍ୟକ୍ତିଙ୍କ ଦ୍ୱାରା ମିଥ୍ୟା ଗୁଜବରେ ଆତଙ୍କିତ ହେବା ଠିକ୍ ନୁହେଁ । ବ୍ୟବସାୟ ତଥା ପରିବହନରେ ସଫଳତା ମିଳିବ । ମକଦ୍ଦମାରେ ଜୟଲାଭ କରିବେ ।

ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :