/odishatv-khabar/media/post_attachments/uploadimage/library/16_9/16_9_0/Panchang_1740626948.jpg)
Panchang
ମେଷ ମାସ ବୈଶାଖ ଶୁକ୍ଳପକ୍ଷ । ଇଂରାଜୀରେ ୦୬ ତାରିଖ ମଙ୍ଗଳବାର । ଚନ୍ଦ୍ର- ସିଂହ ଅହୋରାତ୍ର । ତିଥି- ୯ମୀ ଦିବା ୦୮.୩୮ ଗତେ ୧୦ମୀ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର । ଘାତବାର- ମକର ରାଶିର । ପୁଷ୍କର ଦୋଷ–୧ପାଦ-କୃଷି ହାନି-ଭୂମିଦାନ ।
Advertisment
ଶୁଭ ସମୟ-
ଦିବା- ୦୮.୩୧ ରୁ ୧୦.୨୬
ଦିବା- ୦୧.୦୦ ରୁ ୦୧.୧୯
ଦିବା- ୦୪.୩୧ ରୁ ୦୫.୧୬
ସନ୍ଧ୍ୟା- ୦୬.୦୮ ରୁ ୦୬.୫୨
ରାତ୍ରି- ୦୯.୦୬ ରୁ ୧୧.୨୦
ରାତ୍ରି- ୦୧.୩୪ ରୁ ୦୩.୦୪
ଅଶୁଭ ସମୟ-
ରାହୁକାଳ- ଦିବା ୦୨.୫୫ ରୁ ୦୪.୩୧
କାଳବେଳା- ଦିବା ୦୧.୧୯ ରୁ ୦୨.୫୫
ବାରବେଳା- ପ୍ରାତଃ ୦୬.୫୪ ରୁ ୦୮.୩୧
କାଳରାତ୍ରି- ରାତ୍ରି ୦୭.୩୧ ରୁ ୦୮.୫୫
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)