• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 1st Oct 2022: ଏହି ରାଶିର ବ୍ୟକ୍ତି ଆଜି ପ୍ରେମରେ ସଫଳତା ପାଇବେ

ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୧ ତାରିଖ ଶନିବାର ତିଥି –୬ଷ୍ଠୀ ରାତ୍ରି ୦୮/୪୭ ଗତେ ୭ମୀ ଚନ୍ଦ୍ର – ବିଛା ରାତ୍ରି ୦୩/୧୧ ଗତେ ଧନୁ ଘାତ ଚନ୍ଦ୍ର- ରାତ୍ରି ୦୩/୧୧ ଗତେ ତୁଳା , କୁମ୍ଭ ଘାତ ବାର –ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୮/୪୭ ଗତେ ୨ପାଦ- କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ

Capricorn

ମକର

Saturday 01 Oct 2022

ଉ , ଷାଢା - ଆପଣଙ୍କର କର୍ତବ୍ୟ ନିଷ୍ଠା ପାଇଁ ଅନ୍ୟର ଆଦର ହେବେ

ଶ୍ରବଣା – ଖୋଜୁଥିବା ଜିନିଷଟି ପାଇ ଆନନ୍ଦିତ ହେବେ

ଧନିଷ୍ଠା –ଦାମ୍ପତି ଜୀବନ ପ୍ରେମପୂର୍ବକ ବିତିବ

ପ୍ରତିକାର – କଳା ରଙ୍ଗର କୁକୁରକୁ ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :