• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 1st Oct 2022: ଏହି ରାଶିର ବ୍ୟକ୍ତି ଆଜି ପ୍ରେମରେ ସଫଳତା ପାଇବେ

ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୧ ତାରିଖ ଶନିବାର ତିଥି –୬ଷ୍ଠୀ ରାତ୍ରି ୦୮/୪୭ ଗତେ ୭ମୀ ଚନ୍ଦ୍ର – ବିଛା ରାତ୍ରି ୦୩/୧୧ ଗତେ ଧନୁ ଘାତ ଚନ୍ଦ୍ର- ରାତ୍ରି ୦୩/୧୧ ଗତେ ତୁଳା , କୁମ୍ଭ ଘାତ ବାର –ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୮/୪୭ ଗତେ ୨ପାଦ- କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ

Cancer

କର୍କଟ

Saturday 01 Oct 2022

ପୁନର୍ବସୁ - ଦ୍ୱନ୍ଦରେ ପଡି ପ୍ରତାରଣାର ଶିକାର ହୋଇ ପାରନ୍ତି

ପୁଷ୍ୟା – ପରିଶ୍ରମରେ ବିଫଳତା, ଭୟ ଓ ଆଶଙ୍କା ଦେଖା ଦେବ

ଅଶ୍ଳେଷା - ବ୍ୟବସାୟରେ ଖର୍ଚ୍ଚାନ୍ତ ହୋଇ କାର୍ଯ୍ୟ ହାସଲ କରିବେ

ପ୍ରତିକାର – ଚନ୍ଦ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :