• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 1st Jan 2024: ଏହି ରାଶିର ବ୍ୟକ୍ତି ପ୍ରେମ ସମ୍ପର୍କରେ ଅଧିକ ଘନିଷ୍ଠ ହେବେ

ସୌର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ ସୋମବାର । ଚନ୍ଦ୍ର- ସିଂହ ଅହୋରାତ୍ର । ତିଥି- ୫ମୀ ଦିବା ୦୨.୨୮ ଗତେ ୬ଷ୍ଠୀ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର । ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ନାସ୍ତି ।

Cancer

କର୍କଟ

Monday 01 Jan 2024

ପୁନର୍ବସୁ- ଅନ୍ୟ ମାନଙ୍କ ପ୍ରତି ଭଲ ବ୍ୟବହାର ରହିବା ଉଚିତ୍ । ଆର୍ଥିକ ସମସ୍ୟା ନିଶ୍ଚିତ ରୂପେ ସମାଧାନ ହୋଇଯିବ । ପରିବାର ମଧ୍ୟରେ ଉପୁଜି ଥିବା କଳହର ସମାଧାନ ହୋଇଯିବ ।

ପୁଷ୍ୟା- ରାଜନୈତିକ ନେତା ମାନେ ଶତ୍ରୁମାନଙ୍କ ଦ୍ୱାରା ଭୟଭୀତ ହେବେ । ଛାତ୍ରଛାତ୍ରୀମାନେ ନୂତନ ଶିକ୍ଷା ଗ୍ରହଣ ପାଇଁ ମନ ବଳାଇବେ । କ୍ୟାରିୟର ପ୍ରତି ସଚେତନ ରହିବେ ।

ଅଶ୍ଲେଷା- ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବ କିନ୍ତୁ ସେପରି କିଛି ବିଶେଷ ଅସୁବିଧା ହେବ ନାହିଁ । ପ୍ରଶାସନିକ ସ୍ତରରେ କିମ୍ବା ପ୍ରକାଶନ କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ ।

ପ୍ରତିକାର- ଭୁବନେଶ୍ୱରୀଙ୍କ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :