• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 18th February 2023: ଆଜି ଏହି ରାଶିର ବ୍ୟକ୍ତି ସତର୍କତାର ସହ ଗାଡ଼ି ଚଲାନ୍ତୁ...

ସୈାର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ, ଶନିବାର ଚନ୍ଦ୍ର – ମକର ଅହୋରାତ୍ର ତିଥି – ୧୩ଶୀ ରାତ୍ରି ୦୮.୦୨ ଗତେ ୧୪ଶୀ, ଘାତ ଚନ୍ଦ୍ର – ସିଂହ ଅହୋରାତ୍ର, ଘାତ ବାର- ବୃଷ , ସିଂହ ଓ କନ୍ୟା, ପୁଷ୍କର ଦୋଷ –୨ ପାଦ - କୃଷି ଓ ବଂଶହାନି ଓ ତିଳକାଞନ ଦାନ ସନ୍ଧ୍ୟା ୦୫.୪୧ ଗତେ ୧ ପାଦ

Taurus

ବୃଷ

Saturday 18 Feb 2023

କୃତିକା- ଶିଶୁମାନଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେବା ଦରକାର । ଗୃହରେ କୌଣସି ବ୍ୟକ୍ତିଙ୍କ ଠାରୁ ସୁଖ ସମ୍ବାଦ ପାଇବେ । ଅବିବାହିତ ଯୁବକ, ଯୁବତ ମାନେ ବିବାହ କରିବାର ସୁଯୋଗ ପାଇବେ । 
ରୋହିଣୀ- ଜାଗା, ଜମି ଗୃହ ଇତ୍ୟାଦି କ୍ରୟ କରିବାର ସୁଯୋଗ ଅଛି । ନିଜ ଆଚରଣ ବା କଥା କହିବା ଉପରେ ଧ୍ୟାନ ରଖନ୍ତୁ । ଗୃହରେ ମାଙ୍ଗଳିକ କାର୍ଯ୍ୟ ହେବାର ସମ୍ଭାବନା ରହିଛି ।    
ମୃଗଶିରା- ପ୍ରତିଯୋଗୀ ପରୀକ୍ଷାରେ ପ୍ରଶାସନିକ ସେବା ପାଇଁ କରିଥିବା ଶ୍ରମର ଅବଶ୍ୟ ଶୁଭ ଫଳ ପାଇବ । ସମାଜ କଲ୍ୟା ଣ, ଧର୍ମାନୁଷ୍ଠାନରେ, ମନ୍ଦିରରେ ଯୋଗଦାନ କରି ପ୍ରଂଶସିତ ହେବେ ।      

ପ୍ରତିକାର – ମଙ୍ଗଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ    

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :

VASTU TIPS