• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 18th February 2023: ଆଜି ଏହି ରାଶିର ବ୍ୟକ୍ତି ସତର୍କତାର ସହ ଗାଡ଼ି ଚଲାନ୍ତୁ...

ସୈାର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ, ଶନିବାର ଚନ୍ଦ୍ର – ମକର ଅହୋରାତ୍ର ତିଥି – ୧୩ଶୀ ରାତ୍ରି ୦୮.୦୨ ଗତେ ୧୪ଶୀ, ଘାତ ଚନ୍ଦ୍ର – ସିଂହ ଅହୋରାତ୍ର, ଘାତ ବାର- ବୃଷ , ସିଂହ ଓ କନ୍ୟା, ପୁଷ୍କର ଦୋଷ –୨ ପାଦ - କୃଷି ଓ ବଂଶହାନି ଓ ତିଳକାଞନ ଦାନ ସନ୍ଧ୍ୟା ୦୫.୪୧ ଗତେ ୧ ପାଦ

Leo

ସିଂହ

Saturday 18 Feb 2023

ମଘା- ମାନସିକ ସ୍ତରରେ ଉନ୍ନତି ଆସିବ । ଆରୋଗ୍ୟ ଲାଭ ସହ ବୌଦ୍ଧିକ ବିକାଶ ଘଟିବ । ଘରକୁ ଅତିଥିଙ୍କ ଆଗମନ ହୋଇପାରେ। ପରିବହନ, କଳା, ବାଣିଜ୍ୟରେ ଲାଭାନ୍ୱିତ ହୋଇ ପାରନ୍ତି ।  
ପୂ- ଫାଲ୍‌ଗୁନୀ- ରାଜନୀତିରେ ଉଦ୍ୟମରେ ଅହେତୁକ ବାଧାବିଘ୍ନ ଦେଇ ଗତି କରିପାରନ୍ତି । କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିପାରେ । ଚାକିରିରେ ପ୍ରାଧ୍ୟନତା ମିଳିବ । ବିଦ୍ୟାର୍ଥୀମାନେ ପଢାରେ ମନ ଲଗାଇବେ ।
ଉ- ଫାଲ୍‌ଗୁନୀ- କୋର୍ଟ, କଚେରି ମାମଲାରେ ଲାଗି ରହିଥିବା ଅଚଳାବସ୍ଥା ଦୂର ହେବ । ମହିଳାମାନଙ୍କର ଧାର୍ମିକ ଭାବନା ଉଦୟ ହେବ । ନୂଆ ବିଚାର ଆପଣଙ୍କ ଆର୍ଥିକ ପକ୍ଷ ଲାଗି ଲାଭଦାୟକ ।

ପ୍ରତିକାର –  ମା  ଭୂବନେଶ୍ୱରୀଙ୍କ  ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :

VASTU TIPS