• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 15th September 2022: ଏହି ରାଶିର ବ୍ୟକ୍ତିଙ୍କର ଆଜି ନୂଆ ବାହାନ କିଣିବାର ଆଶା ପୂରଣ ହୋଇପାରେ

ସୈାର ସିଂହ ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ଗୁରୁବାର ତିଥି – ୫ମୀ ଦିବା ୧୧/୦୦ ଗତେ ୬ଷ୍ଠୀ ଚନ୍ଦ୍ର – ମେଷ ଦିବା ୦୨/୨୯ ଗତେ ବୃଷ ଘାତ ଚନ୍ଦ୍ର- ମେଷ ରାଶିର ଦିବା ୦୨/୨୯ ଗତେ ବିଛା ଘାତ ବାର – ତୁଳା, କୁମ୍ଭ ରାଶିର ପୁଷ୍କର ଦୋଷ - ଦିବା ୦୮/୦୫ ଗତେ ୧ ପାଦ-କୁଟୁମ୍ଭହାନି– ତିଳକାଞନ

Virgo

କନ୍ୟା

Thursday 15 Sep 2022

ଉ , ଫାଲଗୁନୀ – ସାମାଜିକତା କ୍ଷେତ୍ରରେ ସକ୍ରିୟତା ବଢିପାରେ

ହସ୍ତା – ସାହାର୍ଯ୍ୟ କାରୀ ବ୍ୟକ୍ତିଙ୍କ ସହିତ ପରିଚୟ ହେବ

ଚିତ୍ରା – କାମଧନ୍ଦା ସମ୍ବନ୍ଧୀୟ କୌଣସି ବଡ ଆହ୍ୱାନ ଆସିବ

ପ୍ରତିକାର - ଓଁ ଐ୍ୟଂ ସ୍ତୀଂ ଶ୍ରୀଂ ବୁଧାୟ ନମଃ ଜପ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :