ସୈାର ସିଂହ ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ଗୁରୁବାର ତିଥି – ୫ମୀ ଦିବା ୧୧/୦୦ ଗତେ ୬ଷ୍ଠୀ ଚନ୍ଦ୍ର – ମେଷ ଦିବା ୦୨/୨୯ ଗତେ ବୃଷ ଘାତ ଚନ୍ଦ୍ର- ମେଷ ରାଶିର ଦିବା ୦୨/୨୯ ଗତେ ବିଛା ଘାତ ବାର – ତୁଳା, କୁମ୍ଭ ରାଶିର ପୁଷ୍କର ଦୋଷ - ଦିବା ୦୮/୦୫ ଗତେ ୧ ପାଦ-କୁଟୁମ୍ଭହାନି– ତିଳକାଞନ
ପୁନର୍ବସୁ - ଉତ୍ତମ ସମୟର ଲାଭ ଉଠାଇ ପାରିବେ
ପୁଷ୍ୟା – ମହିଳା ମାନେ ଆତ୍ମ ନିର୍ଭର ଶୀଳ ହେବେ
ଅଶ୍ଳେଷା - ଉପାର୍ଜନ ପାଇଁ ନୂଆ ପ୍ରସ୍ତୁତ ଯୋଜନା କରିବେ
ପ୍ରତିକାର – ରୂପା ୨ଖଣ୍ଡରୁ ଗୋଟିଏ ଜଳରେ ପକାଇ ଅନ୍ୟଟି ପାଖରେ ରଖନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨