• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 12th Oct 2022: ଏହି ରାଶିର ବ୍ୟକ୍ତି ଆଜି ବ୍ୟବସାୟରେ ସଫଳତା ପାଇବେ

ସୈାର କନ୍ୟା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ବୁଧବାର ଚନ୍ଦ୍ର – ମେଷ ରାଶିର ଘାତ ଚନ୍ଦ୍ର- ଧନୁ ରାଶିର ଘାତ ବାର – କର୍କଟ ରାଶିର ପୁଷ୍କର ଦୋଷ – ସନ୍ଧ୍ୟା ୦୫/୧୦ ଗତେ ୧ପାଦ । ଗୋସମ୍ପଦ-ନାଶ, ତିଳକାଞନ ଦାନ

Sagittarius

ଧନୁ

Wednesday 12 Oct 2022

ମୂଳା – ଖାଦ୍ୟ, ପାନୀୟ ପ୍ରତି ଧ୍ୟାନ ଦିଅନ୍ତୁ । ଘରେ ବନ୍ଧୁ ମିଳନ ଆମୋଦ ପ୍ରମୋଦର ସୁଅ ଛୁଟିବ । ଲୁଗା ବ୍ୟବସାୟୀ ଲାଗି ଦିନଟି ଭଲ ରହିବ

ପୂ , ଷାଢା –ପରିବହନ, କଳା, ବାଣିଜ୍ୟ ରେ ଲାଭାନ୍ୱିତ ହୋଇ ପାରନ୍ତି । ରାଜନିତିରେ ଲୋକ କଲ୍ୟାଣ କାର୍ଯ୍ୟ କରିବେ । ଛାତ୍ରଛାତ୍ରୀ ଆଜି ପରିଶ୍ରମ କରିବାକୁ ପଡିବ

ଉ , ଷାଢା – ଜମିଜମାକୁ ନେଇ ଗଣ୍ଡେଗୋଳ ସୃଷ୍ଟି ହୋଇପାରେ । ମହିଳାଙ୍କୁ ଭଲ ଚାକିରିର ସୁଯୋଗ ରହିଛି

ପ୍ରତିକାର – ଗୁରୁଜନ ମାନଙ୍କୁ ଅପମାନ କରନ୍ତୁ ନାହିଁ ତାଙ୍କର ଆଜ୍ଞା ପାଳନ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :