• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 12th Oct 2022: ଏହି ରାଶିର ବ୍ୟକ୍ତି ଆଜି ବ୍ୟବସାୟରେ ସଫଳତା ପାଇବେ

ସୈାର କନ୍ୟା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ବୁଧବାର ଚନ୍ଦ୍ର – ମେଷ ରାଶିର ଘାତ ଚନ୍ଦ୍ର- ଧନୁ ରାଶିର ଘାତ ବାର – କର୍କଟ ରାଶିର ପୁଷ୍କର ଦୋଷ – ସନ୍ଧ୍ୟା ୦୫/୧୦ ଗତେ ୧ପାଦ । ଗୋସମ୍ପଦ-ନାଶ, ତିଳକାଞନ ଦାନ

Virgo

କନ୍ୟା

Wednesday 12 Oct 2022

ଉ , ଫାଲଗୁନୀ –ଅସ୍ଥିରତା କାରଣରୁ କୈାଣସି କାର୍ଯ୍ୟକୁ ଠିକ ଭାବରେ କରିପାରିବେ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ଅଗ୍ରାଧିକାର ଦେଇ କାମ କରିଲେ ଅପେକ୍ଷାକୃତ ସଫଳତା ପାଇ ପାରନ୍ତି

ହସ୍ତା – ରାଜନୀତିରେ ଚାପରେ ଗତିକରିବେ । ବ୍ୟବସାୟୀ ନିଜ କାଗଜ ପତ୍ର ସମ୍ଭାଳି ଋଖନ୍ତୁ । ଛାତ୍ରିଙ୍କ କ୍ୟାରିଅରେ ନୂଆ ମୋଡ ଆସିପାରେ

ଚିତ୍ରା – ମାଲିମକଦମା ନିଜ ନିଜ ମଧ୍ୟରେ ସମାଧାନ କରିବେ । ମହିଳା ମାନେ ଅଧିକ ପରିଶ୍ରମି ହେବେ

ପ୍ରତିକାର - ୧ଖଣ୍ଡ ମଗଜ ପଥର ୭ଟି ମୁଗ ପତ୍ର ଦାନା ଏକ ସବୁଜ ରଙ୍ଗର ପତ୍ରରେ ଜଳରେ ଭସାଇ ଦିଅନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :