• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 12th Oct 2022: ଏହି ରାଶିର ବ୍ୟକ୍ତି ଆଜି ବ୍ୟବସାୟରେ ସଫଳତା ପାଇବେ

ସୈାର କନ୍ୟା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ବୁଧବାର ଚନ୍ଦ୍ର – ମେଷ ରାଶିର ଘାତ ଚନ୍ଦ୍ର- ଧନୁ ରାଶିର ଘାତ ବାର – କର୍କଟ ରାଶିର ପୁଷ୍କର ଦୋଷ – ସନ୍ଧ୍ୟା ୦୫/୧୦ ଗତେ ୧ପାଦ । ଗୋସମ୍ପଦ-ନାଶ, ତିଳକାଞନ ଦାନ

Leo

ସିଂହ

Wednesday 12 Oct 2022

ମଘା – ଆରୋଗ୍ୟ ଲାଭ ସହ ବୈଦ୍ଧିକ ବିକାଶ ଘଟିବ । ବନ୍ଧୁତା ସୂତ୍ରରେ ଆବଦ୍ଧ ରହି କର୍ତବ୍ୟରେ ତ୍ରୁଟି ରହିବ । କୈାଣସି ବିଶେଷ କାର୍ଯ୍ୟ ଅତିଶିଘ୍ର ପୂରା ହେବ

ପୂ , ଫାଲଗୁନୀ - ରାଜନୀତି କ୍ଷେତ୍ରରେ ଦୃଢ ମନ ବଳ ରଖିବେ କାରବାରରେ ବକେୟା ଅର୍ଥ ପାଇବେ । ଶିକ୍ଷାର୍ଥୀ ଆଳସ୍ୟ ତ୍ୟାଗ କରନ୍ତୁ

ଉ ,ଫାଲଗୁନୀ – ଜମି ସମସ୍ୟା ସମାଧାନ ହେବ । ମହିଳା ମାନେ ମାନସମ୍ମାନ ପାଇବେ

ପ୍ରତିକାର – ଲାଲ ମୁହା ମାଙ୍କଡକୁ ଗୁଡ ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :