• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 12th Oct 2022: ଏହି ରାଶିର ବ୍ୟକ୍ତି ଆଜି ବ୍ୟବସାୟରେ ସଫଳତା ପାଇବେ

ସୈାର କନ୍ୟା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ବୁଧବାର ଚନ୍ଦ୍ର – ମେଷ ରାଶିର ଘାତ ଚନ୍ଦ୍ର- ଧନୁ ରାଶିର ଘାତ ବାର – କର୍କଟ ରାଶିର ପୁଷ୍କର ଦୋଷ – ସନ୍ଧ୍ୟା ୦୫/୧୦ ଗତେ ୧ପାଦ । ଗୋସମ୍ପଦ-ନାଶ, ତିଳକାଞନ ଦାନ

Taurus

ବୃଷ

Wednesday 12 Oct 2022

କୃତିକା - ଶାରିରୀକ କ୍ଲେଶ ଦୂର ହୋଇଯିବ । ମାଙ୍ଗଳିକ କାର୍ଯ୍ୟ ସକାସେ ବନ୍ଧୁଙ୍କ ସହିତ ଆଲୋଚନା କରିବେ । ଆଗରୁ ଭୋଗୁଥିବା ସ୍ୱାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ପାଇବେ

ରୋହିଣୀ – ଶିଳ୍ପ ବାଣିଜ୍ୟରେ କ୍ଷେତ୍ରରେ ଅଭିବୃଦ୍ଧି ଘଟିପାରେ । ଦୁଶାହାସିକ ପଦକ୍ଷପ ନେଇ ରାଜନୀତିରେ ସଫଳତା ପାଇବେ । ପିଲାମାନେ ପାଠ ପଢାରେ ଅଗ୍ରସର ହୋଇ ପାରନ୍ତି

ମୃଗଶିରା –ଋଣଗ୍ରସ୍ତ କରଣରୁ ଜମି ବିକ୍ରୟ କରି ପାରନ୍ତି । । ମହିଳା ମାନେ ପାରିବାରିକ ସମସ୍ୟାରେ ବୁଡି ରହିବେ

ପ୍ରତିକାର –ନଡିଆରେ ଚନ୍ଦନ ଟିପା ଲଗାଇ ଜଳରେ ଭସାଇ ଦିଅନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :