• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 12th Oct 2022: ଏହି ରାଶିର ବ୍ୟକ୍ତି ଆଜି ବ୍ୟବସାୟରେ ସଫଳତା ପାଇବେ

ସୈାର କନ୍ୟା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ବୁଧବାର ଚନ୍ଦ୍ର – ମେଷ ରାଶିର ଘାତ ଚନ୍ଦ୍ର- ଧନୁ ରାଶିର ଘାତ ବାର – କର୍କଟ ରାଶିର ପୁଷ୍କର ଦୋଷ – ସନ୍ଧ୍ୟା ୦୫/୧୦ ଗତେ ୧ପାଦ । ଗୋସମ୍ପଦ-ନାଶ, ତିଳକାଞନ ଦାନ

Aquarius

କୁମ୍ଭ

Wednesday 12 Oct 2022

ଧନିଷ୍ଠା – ଦେହ ପ୍ରତି ଯôତଶୀଳ ରୁହନ୍ତୁ । ବିରୋଧୀ ବନ୍ଧୁତାର ହାତ ବଢାଇବେ । କାର୍ଯ୍ୟ କ୍ଷେତ୍ରରେ ନୂଆ ସମ୍ଭାବନା ‌ଉଲ୍ଲାସ କରି ପାରନ୍ତି

ଶତଭିଷା –ଉତ୍ତମ ବାଣିଜ୍ୟ, ବ୍ୟବସାୟ ଏବଂ ଉତମ ଆୟ ଲାଭ କରିବେ । ପ୍ରଶାସନିକ ବିରୋଧି ଦେଖା ଦେଇପାରେ । ଲେଖାପଢାରେ ସାଥିଙ୍କ ସାହାଯ୍ୟ ସହଯୋଗ ମିଳିବ

ପୂ , ଭାଦ୍ରପଦ – ଭୂ ସମ୍ପତିରେ ଭାବିଚିନ୍ତି ପଇସା ନିବେଶ କରନ୍ତୁ । ମହିଳା ମାନେ ଅତିଥି ଚର୍ଚ୍ଚାରେ ସମୟ ବିତାଇବେ

ପ୍ରତିକାର – ରାହୁଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :