Advertisment

ୱକ୍ଫ ବିଲ୍ ବିରୋଧରେ ପଶ୍ଚିମବଙ୍ଗରେ ବ୍ୟାପକ ହିଂସା

ୱକ୍ଫ ବିଲ୍ ବିରୋଧରେ ପଶ୍ଚିମବଙ୍ଗରେ ବ୍ୟାପକ ହିଂସା। ହିଂସା ପ୍ରଭାବିତ ମୁର୍ସିଦାବାଦରେ କେନ୍ଦ୍ରୀୟ ଫୋର୍ସ ମୁତୟନ। ଧୂଲିଆନ, ଶମସେରଗଞ୍ଜ, ଜଙ୍ଗିପୁର ଅଞ୍ଚଳରେ ଚାପା ଉତ୍ତେଜନା। ମୁର୍ସିଦାବାଦ ଜିଲ୍ଲାରେ ହିଂସାରେ ୩ ଜଣଙ୍କ ମୃତ୍ୟୁ, ୧୫୦ରୁ ଅଧିକ ଗିରଫ।

author-image
Sujit kumar Swain
ଅଦ୍ୟତନ ହୋଇଛି

CAPF
Advertisment
Advertisment