ULB Polls
ପୌର ଫାଇଟ୍ ପୂର୍ବରୁ ତେଜିଲା ପ୍ରାର୍ଥିପତ୍ର ପ୍ରତ୍ୟାହାର ପଲିଟିକ୍ସ । ଲଢ଼େଇରୁ ଓହରି ଯିବାକୁ ଶାସକ ଦଳ ପକ୍ଷରୁ ବିରୋଧୀ ପ୍ରାର୍ଥୀମାନଙ୍କ ଉପରେ ନାନା ପ୍ରକାର ଚାପ ପକାଯାଇଥିବା ଅଭିଯୋଗ ଆଣିଛି ବିଜେପି । କାହାକୁ ଧମକ ତ କେଉଁଠି ପ୍ରଲୋଭନ ଦେଖାଯାଇଥିବା ଅଭିଯୋଗ ଆସିଛି । ଏସବୁ ଭିତରେ ବିଜେଡିର ବହୁ ଅସନ୍ତୁଷ୍ଟ ନେତା ସ୍ୱାଧୀନ ପ୍ରାର୍ଥୀ ହୋଇଥିବାରୁ ବଢ଼ିଛି ଦଳର ଟେନସନ୍ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)