ମୁଁ ଓଡ଼ିଶା ମାଟିର ଜଣେ ସାଧାରଣ ଭୋଟର କହୁଛି। ଏବେ ନିର୍ବାଚନ ସମୟ। ସମସ୍ତେ ନିଜ ନିଜ କଥା କହିବାକୁ ଆମ ପାଖକୁ ଧାଇଁ ଆସୁଛନ୍ତି।...
ନିର୍ବାଚନ ପାଇଁ ଜୋରସୋରରେ ଚାଲିଛି କ୍ୟାମ୍ପେନ୍। ପ୍ରଚାର ମୈଦାନରେ ଝାଳ ବୁହାଉଛନ୍ତି ପ୍ରାର୍ଥୀ। ଆଉ ଏଥିରେ ସ୍ବାମୀଙ୍କୁ ବରାବର ସାଥ୍ ଦେଉଛନ୍ତି ସ୍ତ୍ରୀ। ନା ଖରାକୁ ଖାତିର ଅଛି ନା ଭିଡ଼କୁ ଭୟ, ଗାଁ ଗାଁରେ ଘରକୁ ଘର ବୁଲି ସ୍ବାମୀଙ୍କ ପାଇଁ ଲାଗି ପଡିଛନ୍ତି ଭୋଟ୍ ଯୋଗାଡ଼ରେ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର 5 ଦିନ। ଦିନକ ପୂର୍ବରୁ ବିକଶିତ ଓଡ଼ିଶା ପାଇଁ 21 ସଂକଳ୍ପ ନାଁରେ ରାଜ୍ୟ ବିଜେପି ତାର ଇସ୍ତାହାର ପ୍ରକାଶ କରି ସାରିଛି। ଏମିତିକି ଏହାକୁ ଓଡ଼ିଶା ପାଇଁ ମୋଦିଙ୍କ ଗ୍ୟାରେଣ୍ଟି କହି ପ୍ରଚାର ଅଭିଯାନକୁ ଜୋରଦାର୍ କରିଛି। କଂଗ୍ରେସ ବି ତା ସଂକଳ୍ପପତ୍ର ପ୍ରକାଶ କରି ସାରିଛି।
ଦାନା ପାଇଁ ଦାଦନ ସାଜିବାକୁ ପଡୁଛି। ଏହି ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସିଧା ନିଶାନା ପରେ ଏହା ରାଜ୍ୟର ହଟ୍ ଟପିକ୍ ପାଲଟିଛି।
ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ରହ୍ମପୁର ଓ ନବରଙ୍ଗପୁର ନିର୍ବାଚନୀ ସଭା ସରୁ ସରୁ ଆସନ୍ତାକାଲିଠୁ ଓଡ଼ିଶାକୁ ବିଜେପି କେନ୍ଦ୍ରୀୟ ନେତାଙ୍କ ଘନ ଘନ ଗସ୍ତ। କାଲି ଆସିବେରାଜନାଥ ଓ ବିଷ୍ଣୁ ଦେଓ ସାଏ। ୯ରେ ଗଡ଼କରୀ ଆଉ ହିମନ୍ତ ବିଶ୍ୱଶର୍ମା। ୧୦ରେ ପୁଣି ମୋଦି।
ସରିଲା ତୃତୀୟ ପର୍ଯ୍ୟାୟ ମତଦାନ। ୧୧ ରାଜ୍ୟର ୯୩ ଆସନରେ ପଡ଼ିଲା ଭୋଟ୍ । ଇଭିଏମରେ ସିଲ୍ ହେଲା କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ମନସୁଖ ମାଣ୍ଡଭୀୟ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମେତ ବହୁ ହେଭିୱେଟଙ୍କ ଭାଗ୍ୟ। ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହଙ୍କ ସମେତ ବହୁ ଭିଭିଆଇପି ଆଜି ଭୋଟ୍ ଦେଇଛନ୍ତି।
ଏବେ ଯେପରି ଗରମ ଓ ଗୁଳୁଗୁଳି ହେଉଛି ଲାଗୁଛି କେବେବି ତାପମାତ୍ରା 50 ଡିଗ୍ରୀ ପାର ହୋଇଯିବ। ଘନ ଘନ ଚାଲୁଛି AC ଓ ବିଲ୍ ଦେଇଦେଇ ଗ୍ରାହକ ହୋଇଗଲେଣି ଅତିଷ୍ଠ। ଆଉ ACରୁ ବାହାରକୁ ବାହାରିଲେ ଦେହହାତ ପୋଡି ଯାଉଛି। ଏ ସମସ୍ୟାର ଏକ ପରମାନେଟ୍ ସଲ୍ୟୁସନ୍ ବାହାର କରିଛନ୍ତି ଜଣେ ଯୁବତୀ ଓ ନିର୍ମାଣ କରିଛନ୍ତି ବିନା ସିମେଣ୍ଟର ଘର ।
ଗଣତନ୍ତ୍ରର ମହାନ ପର୍ବରେ ଭୋଟରଙ୍କୁ ସଚେତନ କରିବା ପାଇଁ ଯୁବପିଢୀ ଏବେ ନିଆରା ଉପାୟ ଆପଣାଇଛନ୍ତି। ନିଜ ଶରୀରରେ ଟାଟୁ କରି ସଚେତନ କରୁଛନ୍ତି। ଚାଲନ୍ତୁ ଦେଖିବା ଭଦୋଦରାରୁ ଏକ ରିପୋର୍ଟ
ନୋ ବୁଥ୍ ନୋ ଭୋଟ୍। ଅର୍ଥାତ୍ ବୁଥ୍ ନାହିଁ ତ ଭୋଟନାହିଁ । ଏଭଳି ଚରମବାଣୀ ଶୁଣାଇଛନ୍ତି ଧର୍ମଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ କୋକସରା ବ୍ଲକର ସିର୍ଲିଗୁଡା ଗ୍ରାମବାସୀ
ବୟସର ଅପରାହ୍ନରେ ପର କରିଦେଲା ପ୍ରଶାସନ । ଶେଷରେ ଭଙ୍ଗା କୁଡ଼ିଆ ଘରେ ଶୀତ ଖରା କକାରକୁ ସାମ୍ନା କରି ଦିନ କାଟୁଛନ୍ତି ୭୦ ବର୍ଷୀୟ ବୃଦ୍ଧ ସୀତାରମ ମୁଣ୍ଡା । ଶେଷ ସମୟରେ ସାଥୀ ସାଜିଛନ୍ତି ଦୁଇଟି ବୁଲା କୁକୁର ।
ବିଶ୍ବର ବିରଳ ପକ୍ଷୀ ଏବେ ଆଠଗଡ ଅଞ୍ଚଳରେ । ମହାନଦୀ ଅବବାହିକା ରେ ଅଣ୍ଡା ଦେଇଛନ୍ତି ଇଣ୍ଡିଆନ ସ୍କିମର ବା ପାଣି ଚିରି । ଯାହା ଏବେ ଆଉ ପ୍ରାୟତଃ ଦେଖିବାକୁ ମିଳୁନାହାଁନ୍ତି... ସାଧାରଣତଃ ବିଶ୍ଵର ତିନୋଟି ସ୍ଥାନର ଭାରତ, ପାକିସ୍ତାନ, ମିଆଁମାର ଦେଶରେ ଦେଖାଯାଆନ୍ତି ଏହି ବିରଳ ପକ୍ଷୀ ଏବେ ବିଲୁପ୍ତ ହେବାକୁ ବସିଲାଣି....
ଏଥର ରୋଚକ ହେବ ଜଟଣୀ ପଲିଟିକ୍ସ । ତିନି ପ୍ରମୁଖ ରାଜନୈତିକ ଦଳଙ୍କୁ ଟକ୍କର ଦେବାକୁ ସ୍ବାଧୀନ ପ୍ରାର୍ଥୀଙ୍କ ଜୋରଦାର ପ୍ରୟାସ ।
ଫେବ୍ରୁଆରୀ ୨୨ରେ ରାଜନାଥଙ୍କ ଡବଲ ଇଂଜିନ ସରକାର ଗଠନର ଦମ୍ଭୋକ୍ତି। ଗତ ୨୮ରେ ବିଜେଡି ସରକାରକୁ ଜେ.ପି. ନଡ୍ଡାଙ୍କ ସିଧା ନିଶାନା। ଆଉ ଆଜି ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶାରେ ସରକାର ବଦଳାଇବାର ହୁଙ୍କାର। ବ୍ରହ୍ମପୁର ମାଟିରୁ ତିନି ତିନି ଜଣ ବିଜେପି ହେଭିୱେଟ୍ଙ୍କ ଆକ୍ରମଣାତ୍ମକ ନିର୍ବାଚନୀ ସଭାକୁ ନେଇ ଚର୍ଚ୍ଚା।
ବିଜେପି ଇସ୍ତାହାରରେ ପୁରୀକୁ ପ୍ରାଧାନ୍ୟ । ସରକାରକୁ ଆସିଲେ ଖୋଲିବ ରତ୍ନ ଭଣ୍ଡାର। ମହାପ୍ରଭୁଙ୍କ ଆଭୁଷଣର ପ୍ରସ୍ତୁତ ହେବ ତାଲିକା। ଗଣତି ମଣତି କରାଯାଇ ତାଲିକାକୁ ସାର୍ବଜନୀନ ହେବ।
୪ ଜୁନ୍- ବିଜେଡି ସରକାରର ଏକ୍ସପାଏରୀ ଡେଟ୍। ୬ ଜୁନ୍- ବିଜେପିର ମୁଖ୍ୟମନ୍ତ୍ରୀ ଚୟନ। ୧୦ ଜୁନ୍- ଭୁବନେଶ୍ୱରରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ। ଆଜି ବ୍ରହ୍ମପୁର ସଭାରେ ସମର୍ଥକଙ୍କୁ ଏମିତି କିଛି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ମନ୍ତ୍ରୀଙ୍କ ପର୍ସନାଲ ସେକ୍ରେଟାରୀଙ୍କ ଘରୋଇ ସହାୟକଙ୍କ ଘରେ ନୋଟ୍ ର ପାହାଡ଼ । ଆଖି ତରାଟିଲା ଭଳି ପ୍ରାୟ ୩୦ କୋଟିର ନଗଦ ଟଙ୍କା।
ଧୂଳି ଧୂସର ଏହି ରାସ୍ତା ଲୋକଙ୍କୁ ଏବେ ଅଣନିଶ୍ୱାସୀ କରୁଛି ...ଯା ଆସ ପାଇଁ ଏବେ ଭୟ କଲେଣି ଲୋକେ...ପ୍ରତିଦିନ ଯେମିତି ଧୂଳି ପିଇ ବଞ୍ଚୁଛନ୍ତି ସ୍ଥାନୀୟ ବାସିନ୍ଦା....ରାସ୍ତା କାମ ସରିବାର ନାଁ ଧରୁନି...ଏ ଦୃଶ୍ୟ ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଧିନସ୍ଥ ଦିଗଛିଆ - ଵାଂଶଡା ରାସ୍ତାର ।
ଯନ୍ତ୍ରଣା ଦେଉଛି ଦୂଷିତ ପାନୀୟ ଜଳ । ଗାଁରେ ଥିବା ଦୁଇଟି ନଳକୂଅରୁ ବାହାରୁଛି ଗୋଳିଆ ପାଣି। ଲୋକେ କିଡନୀ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ । ୧୦ ବର୍ଷରେ କିଡନୀ ରୋଗରେ ଗଲାଣି ଅନେକ ଲୋକଙ୍କ ଜୀବନ।
ଧୁଧୁ ଖରାବେଳରେ ଚାଲିଛି ଜଳସେବା...କେଉଁଠି ଖୋଲା ପଡ଼ିଆରେ ମାଟି ହାଣ୍ଡିରେ ପାଣି ରଖୁଛନ୍ତି ତ ଆଉ କେଉଁଠି ଗଛ ଡାଳରେ ବାନ୍ଧୁଛନ୍ତି ଜଳପୂର୍ଣ୍ଣ ଠେକି....ଚଳିତ ବର୍ଷ ଏହି ମୁଣ୍ଡଫଟା ଖରାରେ ପଶୁ ପକ୍ଷୀଙ୍କ ତୃଷ୍ଣା ମେଣ୍ଟାଇବାରେ ଲାଗିଛନ୍ତି ଉଦଳା ମେଣ୍ଢାଖାଇ ଅଞ୍ଚଳର ଯୁବକ ତୁଷାର ମହାନ୍ତି।
ଏଥର ନିର୍ବାଚନ ମୈଦାନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ବହୁ କୋଟିପତି ପ୍ରାର୍ଥୀ। ବିଭିନ୍ନ ରାଜନୈତିକ ଦଳ ସେମାନଙ୍କୁ ପ୍ରାର୍ଥୀ କରିଛନ୍ତି। ପ୍ରଚାର ପାଇଁ ହେଭିୱେଟ୍ ନେତା ଆସୁଛନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି ହେଉଛି। ହେଲେ ଏଥର ନିର୍ବାଚନରେ କିଛି ନିଆରା ନେତା ସାଜିଛନ୍ତି ସ୍ବାଧୀନ ପ୍ରାର୍ଥୀ।
ବଦଳୁଛି ସମୀକରଣ। ଟିକଟ୍ ନପାଇ ଦଳ ଛାଡିବା ନେତାଙ୍କ ସଂଖ୍ୟା ବଢୁଥିବା ବେଳେ ଦଳ ଭିତରେ ବି ରହିଛନ୍ତି ଅନେକ ଅସନ୍ତୁଷ୍ଟ। ଯେଉଁମାନେ କି ଶାସକ ଦଳ ପାଇଁ ଘାତକ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ଭାରତୀୟ ଜନତା ପାର୍ଟିର ଫୋକସ୍ ଓଡ଼ିଶା। ରାଜ୍ୟରେ କ୍ଷମତାରେ ଥିବା ବିଜୁ ଜନତା ଦଳକୁ ଘେରିବାକୁ ବିଜେପିର କେନ୍ଦ୍ରୀୟଙ୍କ ନେତୃତ୍ବଙ୍କ ବିସ୍ତୃତ ରୋଡ୍ ମ୍ୟାପ୍। ୨୪ ମହାସମରରେ ବିଜେଡିକୁ କଡ଼ା ଟକ୍କର ଦେବାକୁ ଓଡ଼ିଶାରେ ଏବେ ଜଣକ ପରେ ଜଣେ ପଦ୍ମ ଦଳର ତୁଙ୍ଗ ନେତାଙ୍କ ଉପସ୍ଥିତି।
ରାଜ୍ୟ କଂଗ୍ରେସରେ କିଏ ଯୋଗ୍ୟ ଆଉ କିଏ ଅଯୋଗ୍ୟ ? ୨୦୨୪ ନିର୍ବାଚନରେ ଦଳ ଲଢେଇ କରିବ ନା ନିଜ ଦଳ ଭିତରେ ଚାଲିଥିବା ଏ ତୀବ୍ର ଅସନ୍ତୋଷକୁ ମ୍ୟାନେଜ୍ କରିବ ?
ବିକଶିତ ଓଡ଼ିଶା ପାଇଁ ରାଜ୍ୟ ବିଜେପିର ୨୧ ସଂକଳ୍ପ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ଭୁବନେଶ୍ବରରେ ରାଜ୍ୟ ବିଜେପିର ନିର୍ବାଚନ ସଂକଳ୍ପପତ୍ର ଉନ୍ମୋଚନ କରି ଦେଇଛନ୍ତି ଅନେକ ଗୁରୁତ୍ବପୂର୍ଣ ଗ୍ୟାରେଣ୍ଟି।
ହତ୍ୟାକାରୀ ନର୍ସ ! ନେଉଥିଲା ଗୋଟିଏ ପରେ ଗୋଟିଏ ଜୀବନ ! ଟିକିଏ ଭୁଲ ବନ୍ଦ କରିଦେଉଥିଲା ରୋଗୀଙ୍କ ନିଃଶ୍ୱାସ ।