Udala man on a mission to quench thirst of avians
ଧୁଧୁ ଖରାବେଳରେ ଚାଲିଛି ଜଳସେବା...କେଉଁଠି ଖୋଲା ପଡ଼ିଆରେ ମାଟି ହାଣ୍ଡିରେ ପାଣି ରଖୁଛନ୍ତି ତ ଆଉ କେଉଁଠି ଗଛ ଡାଳରେ ବାନ୍ଧୁଛନ୍ତି ଜଳପୂର୍ଣ୍ଣ ଠେକି....ଚଳିତ ବର୍ଷ ଏହି ମୁଣ୍ଡଫଟା ଖରାରେ ପଶୁ ପକ୍ଷୀଙ୍କ ତୃଷ୍ଣା ମେଣ୍ଟାଇବାରେ ଲାଗିଛନ୍ତି ଉଦଳା ମେଣ୍ଢାଖାଇ ଅଞ୍ଚଳର ଯୁବକ ତୁଷାର ମହାନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)