• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Miracles

ବାହାରିଲା ତିନି ବର୍ଷ ତଳର ଛୁରୀ
Miraculous Surgery in Brahmapur: ଆଶ୍ଚର୍ଯ୍ୟ ଓ ବିରଳ, ତିନି ବର୍ଷ ହେଲା ଛାତିରୁ ଫୁସ୍‌ଫୁସ୍‌ ବୁଲୁଥିଲା ଛୁରୀ

ତିନି ବର୍ଷ ହେଲା ଛାତିରୁ ଫୁସ୍‌ଫୁସ୍‌ ବୁଲୁଥିଲା ଛୁରୀ । କାଶରୁ ରକ୍ତ ପଡ଼ିବା ପରେ ଡାକ୍ତର କରିଛନ୍ତି ସଫଳ ଅସ୍ତ୍ରୋପଚାର ।

Angul Girl Snehal Pens Book- Miracles Of Lord Jagannath
ଜଗନ୍ନାଥଙ୍କ କୁନି ଭକ୍ତ ସ୍ନେହାଲ୍... ମହାପ୍ରଭୁଙ୍କ ଉପରେ ଇଂରାଜୀରେ ବହି ଲେଖି ଚର୍ଚ୍ଚାରେ

ଅନୁଗୋଳ ଜିଲ୍ଲା ତାଳଚେରର କୁନିଝିଅ ସ୍ନେହାଲ ବରାଳ। ଅଳ୍ପ ବୟସରେ ବି ସେ ଅନେକ ପ୍ରତିଭାର ଅଧିକାରିଣୀ। କମ୍ ବୟସରୁ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଇଂରାଜୀରେ ଏକ ବହି ଲେଖି ରେକର୍ଡ କରିଛନ୍ତି। ଚାଲନ୍ତୁ ତାଙ୍କ ମୁହଁରୁ ଶୁଣିବା କିଛି ଜଗନ୍ନାଥଙ୍କ କଥା।