ଦିବଂଗତ ସାମ୍ବାଦିକ ତଥା ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କୁ ନେଇ ଚାଲିଥିବା ଅପପ୍ରଚାର ବନ୍ଦ ହେଉ। ଏଭଳି କଠିନ ସମୟରେ ଆମେ ଏପରି ଗୁଜବକୁ ସ୍ୱୀକାର କରିବା ସ୍ଥିତିରେ ନାହୁଁ ବୋଲି ଅରିନ୍ଦମଙ୍କ ସାନ ଭଉଣୀ ଝରଣା ଦାସ ଟୁଇଟ୍ କରି ଉଲ୍ଲେଖ କରିଛନ୍ତି
ବାୟା କଲାଣି ସୋସିଆଲ ମିଡିଆ । ବର୍ତ୍ତମାନର ଯୁବପିଢ଼ିଙ୍କୁ ସୋସିଆଲ ମିଡିଆ ଫେସ୍ବୁକ୍-ଇନ୍ଷ୍ଟାଗ୍ରାମ୍ ଆଦି ବାୟା କରୁଛି ।
ଆତଙ୍କୀ ସଂଗଠନ ସୋସିଆଲ ମିଡିଆ ସହାୟତାରେ ଯେମିତି ନିଜ ପ୍ରୋପାଗାଣ୍ଡା ଚଳାଇ ନପାରିବ, ସେଥିଲାଗି ତତ୍ପର ହୋଇଛନ୍ତି ସୋସିଆଲ ମିଡିଆ ପ୍ଲାଟଫର୍ମ । ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ୍ ତାଲିବାନ ବିରୋଧରେ ଗ୍ରହଣ କରିଛନ୍ତି କଡ଼ା ଆଭିମୁଖ୍ୟ ।
ମିଜୋରାମର ୫ବର୍ଷର କୁନି ଝିଅକୁ ନେଇ ପୁଣି ଚର୍ଚ୍ଚା। ଆର୍ମି ବ୍ୟାଣ୍ଡର ତାଳେତାଳେ ଜାତୀୟ ସଂଗୀତ ଗାଇବା ସହ ସେନା ପୋଷାକ ପିନ୍ଧି ଯବାନଙ୍କ ସହ କରୁଛନ୍ତି ପରେଡ୍। ସୁଲଳିତ କଣ୍ଠସ୍ୱର ପାଇଁ ଜିଣୁଛନ୍ତି ମନ।
ମାନବ ସମାଜରେ ଆମେ ଅନେକ ବାର ଦେଖିଛେ ଯେ ପିଲାମାନେ କଥା ନ ମାନିଲେ ବାପା-ମା ରାଗ ସେମାନଙ୍କୁ ଟେକି କଚିଦିଅନ୍ତି। କିନ୍ତୁ ଏଇ କଥା କ’ଣ କେବେ ପଶୁ ସମାଜରେ କଳ୍ପନା କରାଯାଏ! କିନ୍ତୁ ସତ ବୋଲି ଦେଖାଦେଇଛି। କେବଳ ମଣିଷ ନୁହନ୍ତି, ପଶୁମାନେ ବି ସେମାନଙ୍କ ପିଲା ଉପରେ ରାଗନ୍ତି। ଏଭଳି ଏକ ଭିଡିଓ ଆମକୁ ସୋସିଆଲ ମିଡିଆରେ ମିଳିଛି। ଏହି ଭିଡିଓରେ ଏକ ହାତୀ ନିଜ ଛୁଆକୁ ଏଭଳି ଭାବରେ ଟେକି କଚିଦେବା ଓ ଧକ୍କା ଦେଇଥିଲା ଯେ ଆପଣ ଦେଖି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।
ନୂଆଦିଲ୍ଲୀ : ନୂଆ ସୋସିଆଲ ମିଡିଆ ଗାଇଡଲାଇନକୁ ନେଇ ବିବାଦ । ମିଥ୍ୟା ଓ ଆପତ୍ତିଜନକ ମେସେଜ୍କୁ ରୋକିବା ଲାଗି କେନ୍ଦ୍ର ସରକାର ଦେଶରେ ନୂଆ ନିୟମ ଲାଗୁ କରିଛନ୍ତି । ଗୁଗୁଲ ଓ ଫେସବୁକ୍ ଗାଇଡଲାଇନ୍ ମାନିବାକୁ ରାଜି ଥିବାବେଳେ…