ଭାଇରାଲ ଭିଡିଓରେ ଏହି ବାଘ କୌଣସି ସାଧାରଣ ଗଛ ନୁହେଁ ବରଂ ଲମ୍ବ ହୋଇ ଛିଡ଼ା ହୋଇଥିବା ନଡିଆ ଗଛ ଉପରେ ଚଢ଼ୁଛି । ଏହି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ୟୁଜର୍ସଙ୍କ ପ୍ରାଇଭେସି ରକ୍ଷା ପାଇଁ ହ୍ୱାଟ୍ସଅପ୍ ସବୁବେଳେ ଚେଷ୍ଟା କରିଆସୁଛି। ୟୁଜର୍ସ ଫ୍ରେଣ୍ଡଲି ହେବା ପାଇଁ ହ୍ୱାଟସ୍ଅପ ପ୍ରତି ମାସରେ କିଛି କିଛି ନୂଆ ଫିଚର ନେଇ ଆସୁଛି। ଏହି ସେପ୍ଟି ଫିଚର ମଧ୍ୟରୁ ଗୋଟିଏ ହେଉଛି ବ୍ଲକ ଅପ୍ସନ। ହ୍ୱାଟ୍ସଅପରେ ଆପଣ ଯେ କୌଣସି ନମ୍ବରକୁ ଚାହିଁଲେ ବ୍ଲକ କରିପାରିବେ। ହେଲେ ଯଦି କିଏ ଆପଣଙ୍କୁ ବ୍ଲକ କରିଛନ୍ତି ତେବେ ଆପଣ କେମିତି ଜାଣିବେ ?
ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ କେମିତି ପଥର ଫଟାଇ ଗୋଟିଏ ସ୍ଥାନରୁ ଭାରି ଜୋରରେ ପାଣି ବାହାରୁଛି । ଆଉ ଏ ଦୃଶ୍ୟକୁ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହୋଇଯାଉଛି ।
ଭିଡିଓ ଦେଖିଲେ ଆପଣଙ୍କ ଆଖିରୁ ଆପେ ଲୁହ ଗଡ଼ି ଆସିବ । ଆପଣ ବି କହିବେ ଆଜି ବି ଆମ ସମାଜରେ ଏମିତି ବି ବିତୁଛି ଲୋକଙ୍କ ଜୀବନ ।
ଭାରତ ପ୍ରତିଭାର ଖଣି। ଏଠି ଏମିତି ଜୁଗାଡ ଦେଖାଯାଏ ଯେ ଅନ୍ୟମାନେ ଏ ବିଷୟରେ ଭାବି ବି ପାରିବେ ନାହିଁ। ଦେଖନ୍ତୁ କେମିତି ଇଲେକ୍ଟ୍ରି ତାରରୁ ନିଆଁ ବାହାର କରି ସିଗାରେଟ୍ ଟାଣୁଛନ୍ତି ଏହି ବ୍ୟକ୍ତି।
କୋଭିଡ ଯାଇଛି। ଜୀବନ ଯାତ୍ରା ସ୍ୱାଭାବିକ ହୋଇଛି। ହେଲେ କୋଭିଡ ତାର ଯେଉଁ ପ୍ରଭାବ ଛାଡ଼ି ଯାଇଛି ତାହା ଏବେ ଘରେ ଘରେ ମୁଣ୍ଡ ବିନ୍ଧାର କାରଣ ହୋଇଛି। କୋଭିଡ ସମୟରେ ଅନଲାଇନ କ୍ଲାସ କରିବା ପରେ ଛୋଟ ପିଲାମାନେ ଏପରି ଭାବେ ମୋବାଇଲ ଅଭ୍ୟସ୍ତ ହୋଇ ଯାଇଛନ୍ତି ଯେ, ଗୋଟିଏ ମୁହୂର୍ତ୍ତ ବିନା ସ୍ମାର୍ଟ ଫୋନରେ ରହିବା ତାଙ୍କ ପାଇଁ ଯେମିତି ଅସମ୍ଭବ ହୋଇ ପଡ଼ୁଛି।
ପତ୍ନୀ ବର୍ଷା ଓ ତାଙ୍କ ଭଉଣୀଙ୍କ ଅଡିଓକୁ ନେଇ ଟ୍ୱିଟ୍ କରି ସତ, ମିଛ ପଚାରିଲେ
ୟୁଜରଙ୍କୁ ସହଜ ଏବଂ ସରଳ ଉପାୟରେ ସେବା ଯୋଗାଇବା ପାଇଁ ସଂସ୍ଥା ଅନେକ ଫିଚର ଦେଇଛି । ୟୁଜର ଫ୍ରେଣ୍ଡଲି ଫିଚର ଉପଲବ୍ଧ କରାଇବାରେ ହ୍ୱାଟ୍ସଆପ୍ ସବୁଠୁ ଆଗରେ।
ଖାଦ୍ୟର ବାସ୍ନା ହାତୀକୁ ଘର ଭିତରକୁ ଟାଣି ଆଣିଲା। ଘର ଭିତରେ ପଶି ସ୍ୱାଦିଷ୍ଟ ଖାଦ୍ୟ ଖାଇବା ପରେ ବାହାରକୁ ଆସିଲା ହାତୀ। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଥିଲା ଏକ ଛୋଟ ଦ୍ୱାର ଦେଇ ଏତେ ବଡ ହାତୀ କିପରି ବାହାରକୁ ଆସିଲା।
ଏଥର ଏହି ଆପ୍ ଯେଉଁ ନୂଆ ଫିଚର ଲଞ୍ଚ କରିବାକୁ ଯାଉଛି, ତାହା ୟୁଜରଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ ।
କେହି କେହି ଉକ୍ତ ଗାଡ଼ି ଡ୍ରାଇଭର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଛନ୍ତି । କାରଣ ଏହା ଧର୍ମିୟ ଭାବନାକୁ ଆଘାତ ପହଞ୍ଚାଇଛି ।
ବାରମ୍ବାର ହ୍ୱାଟ୍ସଆପ୍ ଟେକ୍ନୋଲୋଜିକୁ ନେଇ ଖବର ପ୍ରସାରିତ ହୋଇଥାଏ । ନିୟମିତ ବ୍ୟବଧାନରେ ଏହି ମଲ୍ଟି ମିଡିଆ ମେସେଜିଂ ଆପ୍କୁ ନେଇ ଚର୍ଚ୍ଚା ଲାଗି ରହିଥାଏ ।
ସବୁବେଳେ ଖବର କିମ୍ବା ମନୋରଞ୍ଜନ ପାଇଁ ସୋସିଆଲ ମିଡିଆ ପରିଚିତ ନୁହେଁ । ଅନେକ ଇମୋସନାଲ କାହାଣୀକୁ ବି ଏଥିରେ ଲୋକେ ଖୁବ୍ ପସନ୍ଦ କରନ୍ତି । ଠିକ୍ ଏମିତି କିଛି କାହାଣୀ ବା ଫଟୋ ଆମେ ଦେଖାଇବୁ । ଯାହା ଆପଣଙ୍କୁ ନିଶ୍ଚିତ ଭଲ ଲାଗିବ ।
ଗୋଟିଏ କି ଦୁଇଟି ବତକ ନୁହେଁ, ଶହ ଶହ ବତକ ରାସ୍ତା ମଝିକୁ ଚାଲି ଆସିଲେ । ଆଉ ଗାଡ଼ିକୁ ଅଟକାଇଦେଲେ । ଏମିତିକି ଗାଡ଼ି ଚାରିପଟେ ବେଢ଼ିଗଲେ ।
ଜାବେଜ ସାମୁଏଲ ନାମକ ଏହି ଅଭିଯୋଗକାରୀ କରିଛନ୍ତି ଯେ, ସେ ତାଙ୍କ ପତ୍ନୀ ଏବଂ ଜଣେ ସହକାରୀ ଗତ ୧୯ ଅକ୍ଟୋବର ୨୦୨୧ରେ ଚାରି ଘଣ୍ଟା ପାଇଁ ଏକ ଓଲା କ୍ୟାବ ଭଡ଼ାରେ ନେଇଥିଲେ ।
ଘରର ସେ ଏକମାତ୍ର ରୋଜଗାରିଆ ହୋଇଥିବା କାରଣରୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏମିତି ବୁଲି ବୁଲି କରୁଛନ୍ତି ପାମ୍ପଡ ବେପାର ।
ପ୍ରେମ ଆଉ ଦାମୀ ଉପହାର ଲୋଭରେ ପଡ଼ି ବିଭିନ୍ନ ସମୟରେ ପାଖାପାଖି ୩୦ ଲକ୍ଷ ଟଙ୍କା ପଠାଇଦେଲେ ସଂପୃକ୍ତ ବ୍ୟକ୍ତି। ହେଲେ ନା ସାମଗ୍ରୀ ଆସିଲା ନା ଟଙ୍କା।
କେବେ ଶୁଣି ନଥିବେ ଏମିତି ସ୍ୱର। ସତେ ଯେମିତି ଭାସି ଆସୁଛି କୋଇଲିର କୁହୁ। ଏହି ଭିଡିଓ ଦେଖିଲେ ଆପଣ ବି ହୋଇଯିବେ ତାଜୁବ।
୬୦ ବର୍ଷରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଗଲା। ତାଙ୍କର କେହି ନଥିବା ବେଳେ ଜଣେ ମହିଳା ପୋଲିସ ତାଙ୍କ ପାଖରେ ଠିଆହେଲେ ଓ ନିଜ କାନ୍ଧରେ ଶବକୁ ବୋହି ଅନ୍ତିମ ସଂସ୍କାର କଲେ।
ସଂସଦରେ ସହମତି ପ୍ରକାଶ ପାଇଲେ ସୋସିଆଲ ମିଡିଆକୁ ଅଧିକ ଉତ୍ତରଦାୟୀ କରିବାକୁ କଠୋର ନିୟମ ଆଣିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି।
ପଞ୍ଜାବୀ କ୍ୱିନ୍ ୨୧ ବର୍ଷୀୟ ହର୍ନାଜ୍ ମିସ୍ ୟୁନିଭର୍ସ ହୋଇଯାଇଛନ୍ତି। ଆଜି ସାରା ଦୁନିଆ ତାଙ୍କ ସୌନ୍ଦର୍ଯ୍ୟରେ ଝଲସି ଉଠିଛି। ହର୍ନାଜ୍ ତାଙ୍କର ଏହି ସଫଳତାର ସମସ୍ତ ଶ୍ରେୟ ତାଙ୍କ ଭାଇ ଓ ମା’ଙ୍କୁ ହିଁ ଦେଇଛନ୍ତି।
ଭାଇଙ୍କର ଥିଲା ବିବାହ ପାର୍ଟି। ବଳିପଡିଲା ଅନେକ ଖାଦ୍ୟ। ନଷ୍ଟ ହେବା ଭାବି ସହିପାରିଲେ ନାହିଁ ମହିଳା। ଉଠିଲେ, ଖାଦ୍ୟ ଧରି ସିଧା ଚାଲିଲେ ରେଳ ଷ୍ଟେସନ ଆଉ ଗରିବଙ୍କୁ ବାଣ୍ଟିଦେଲେ। ଏହା ଦେଖି ଲୋକେ କହିଲେ ସାବାସ୍।
ଭାଗ୍ୟବାନ ବିଲେଇ। ରହୁଛି ରାଜକୀୟ ଠାଣିରେ। ପିନ୍ଧୁଛି ଲକ୍ଷ ଲକ୍ଷ ଟଙ୍କାର ସୁନା ଚେନ୍ ଆଉ କରୁଛି ସ୍ପା।