• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Sarpanch

Yojana Ra Na Hariloot - Sarpanch Accused Of Misappropriating Harishchandra Scheme Funds
ଶବ ସତ୍କାର ଟଙ୍କା ମିଶି ଖାଇଦେଲେ ସରପଂଚ ଓ ବ୍ଲକ ଅଧିକାରୀ

ଏମାନଙ୍କୁ ଦଇବ ସହିବ ନାହିଁ। ହରିଲୁଟରୁ ସବୁ ସୀମା ଟପି ଗଲାଣି। କେଉଁଠି କାମ ନ କରି ଟଙ୍କା ଖାଇ ଦେଉଛନ୍ତି ଠିକାଦାର ତ ଆଉ କେଉଁଠି ଶବ ସତ୍କାର ପାଇଁ ମିଳୁଥିବା ଅନୁକମ୍ପା ରାଶି ଖାଇ ଦେଉଛନ୍ତି ସରପଂଚ ଓ ବ୍ଲକ ଅଧିକାରୀ ମିଶି। ବାଲେଶ୍ୱର ଜିଲ୍ଲା ନୀଳଗିରିରୁ ଏ ରିପୋର୍ଟ...

ପଞ୍ଚାୟତ ନିର୍ବାଚନରେ ବିଜୟୀ ହେବା ପରେ ସ୍ତ୍ରୀ ହାତରୁ ଦାୟିତ୍ୱ ନେଲେ ସ୍ୱାମୀ...

ସ୍ତ୍ରୀ ଥିଲେ ସରପଞ୍ଚ । ହେଲେ ଏଥର ସ୍ୱାମୀ ସରପଞ୍ଚ ଭାବରେ ହେଲେ ବିଜୟୀ। ଯାହାଙ୍କ ହାତରେ ଦିନେ ନିଜ ଘରର ଦାୟିତ୍ୱ ଦେଇଥିଲେ ତାଙ୍କର ହାତରୁ ନେଲେ ନିଜ ଅଂଚଳର ଦାୟିତ୍ୱ। ଗଣତନ୍ତ୍ରର ସୁନ୍ଦର ମୁହୂର୍ତ୍ତକୁ ନେଇ ପୂରା ରାଜ୍ୟରେ ବଢୁଛି ଚର୍ଚ୍ଚା...

Odisha Panchayat Polls- Vegetable Hawker\'s Wife Becomes Sarpanch In Bhadrak
ସ୍ୱାମୀ ପରିବା ଦୋକାନୀ ଥିଲେ, ଏବେ ସେ ସରପଂଚ ହେଲେ...

ପରିବା ଦୋକାନ କରି ପରିବାର ଚଳାଉଥିଲେ। ଏବେ ସ୍ତ୍ରୀ ହୋଇଗଲେ ସରପଂଚ। ଲୋକଙ୍କ ଭଲପାଇବା ଓ ସ୍ନେହ ପାଇଁ ମୁଁ ସରପଂଚ ବୋଲି କହିଲେ ମହେଶ୍ୱତା। ଏହାସହ ଚାଷୀଙ୍କୁ ପାଣି କେମିତି ମିଳିବ ତାହା ମୋ ପାଇଁ ଅଗ୍ରାଧିକାର...

Special Story | Keonjhar - Rejected Home Under Awas Scheme, Woman Runs For Sarpanch
୧୦ ବର୍ଷ ହେଲାଣି ଦୌଡ଼ି ଦୌଡ଼ି ଘର ଖଣ୍ଡିଏ ପାଇଲେନି, ଏବେ ନିଜେ ସରପଂଚ ପ୍ରାର୍ଥୀ ହେଲେ। କହିଲେ...

ଖଣ୍ଡିଏ ଘର ପାଇଁ ସରପଂଚଙ୍କ ପାଖକୁ ୧୦ ବର୍ଷ ଦୌଡ଼ି ଦୌଡ଼ି ହତାସ ହେଲେ। କିନ୍ତୁ ଘର ଖଣ୍ଡିଏ ପାଇଲେନି....ଆଉ ସେହି ଜିଦ୍‌ରେ ଏବେ ନିଜେ ପଂଚାୟତ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ଦେବଶ୍ରୀ। କହୁଛନ୍ତି, ମୁଁ ସରପଂଚ ହେବି...ଲୋକଙ୍କ ସମସ୍ୟା ଦୂର କରିବି

Odisha Woman Sarpanch Begs For A Living
ଦୁଆର ଦୁଆର ବୁଲି ଭିକ୍ଷା ମାଗୁଛନ୍ତି ମହିଳା ସରପଞ୍ଚ, ଦିନେ ବାଣ୍ଟୁଥିଲେ, ଆଜି ହାତ ପାତୁଛନ୍ତି

ଯିଏ ଦିନେ ଅନ୍ଯମାନଙ୍କ ସାହାରା ପାଲଟିଥିଲେ, ସେ ନିଜେ ଆଜି ବେସାହାରା। ନେତା ମନ୍ତ୍ରୀଙ୍କ ପାଖରେ ଠିଆ ହୋଇ ଯିଏ ନିଜ ଗାଁ ଲୋକଙ୍କୁ ଭତ୍ତା ବାଣ୍ଟୁଥିଲେ, ସେ ଆଜି ଦୁଆର ଦୁଆର ବୁଲି ଭିକ ମାଗୁଛନ୍ତି। ଏମିତି ଦୁର୍ଭାଗ୍ଯ ଘଟଣା ଘଟିଛି ଗଂଜାମ ଜିଲ୍ଲାର ଜଣେ ମହିଳା ସରପଞ୍ଚଙ୍କ ଭାଗ୍ଯରେ।

two arrest
ଦେଢ ଲକ୍ଷ ଲାଂଚ ମାଗି ଗିରଫ ହେଲେ ସରପଂଚ

ସରପଂଚଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ। କାରଖାନା ଚାଲୁ କରିବା ଲାଗି ମାଗୁଥିଲେ ଦେଢ ଲକ୍ଷ ଲାଂଚ। ତେବେ ଗୁଜରାଟ୍‌ର ଦୁର୍ନୀତି ନିବାରଣ ବ୍ୟୁରୋ ଘଟଣାର ପର୍ଦ୍ଦାଫାସ କରିବା ସହ ସରପଂଚକୁ ଗିରଫ କରିଛି। ଯାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି।