• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Prerana

Prerana | Success story of Badminton coach Reeta Dash will inspire many
ପ୍ରଥମେ ବ୍ୟାଡମିଣ୍ଟନ୍ ଖେଳିଲେ, ଏବେ ଖେଳାଉଛନ୍ତି ରୀତା ଦାଶ

ରାକେଟ, କର୍କ, ନେଟ୍ ଓ ପଡିଆରେ ବିତେ ଅଧିକାଂଶ ସମୟ। ପିଲାଟି ବେଳୁ ସଂଘର୍ଷ କରି ପାଇଲେ ସଫଳତା। ଏବେ ଖେଳାଳିରୁ ବନିଗଲେଣି ରେଫରି। ବ୍ୟାଡମିଣ୍ଟନ୍ କୋଚ୍ ରୀତା ଦାଶ ଆଜି ଆମ ପାଇଁ ପ୍ରେରଣା...

Monalisa's hand in making more than 20 Divyanga’s self-sufficient
୨୦ରୁ ଅଧିକ ବିଦ୍ୟାଙ୍ଗଙ୍କୁ ସ୍ୱାବଲମ୍ବୀ କରିବାରେ ମୋନାଲିସାଙ୍କ ହାତ

ଆମ ସମାଜରେ ଏମିତି ଅନେକ ମହିଳା ଅଛନ୍ତି ଯେଉଁମାନେ କଷ୍ଟକର ପରିସ୍ଥିତିରେ ବି ଉଦ୍ୟମ ଏବଂ ପରିଶ୍ରମ ବଳରେ ସଫଳତା ହାସଲ କରିଛନ୍ତି। ନିଜର ଉଦ୍ୟମ ଏବଂ ବିଭିନ୍ନ ସଂଗଠନର ସହଯୋଗ ବଳରେ କେମିତି ଅନ୍ୟମାନଙ୍କ ପାଇଁ ଉଦାହରଣ ବନିପାରିଲେ ମୋନାଲିସା ଆସନ୍ତୁ ଜାଣିବା।

PRERANA-The husband is earning less, the wife is sowing cabbage to run the family ....
ସ୍ୱାମୀଙ୍କ ରୋଜଗାର ଅଳ୍ପ, ପରିବାର ଚଳାଇବା ପାଇଁ କାଇଁଚ ବୁଣୁଛି ସ୍ତ୍ରୀ....

ସ୍ୱାମୀ ଚାଷୀ। ରୋଜଗାରରେ ପରିବାର ଚଳାଇବା କଷ୍ଟ। କିଛି କରିବାର ଆଶା ଆଜି ତାଙ୍କୁ ବହୁ ଆଗକୁ ନେଇ ଯାଇଛି। ପରିବାର ପ୍ରତିପୋଷଣରେ ସ୍ୱାମୀଙ୍କ ସହ କାନ୍ଧ ମିଳାଇବା ପାଇଁ କାଇଁଚ ବୁଣି ଚଳାଉଛନ୍ତି ପରିବାର

The struggleful life of Suchismita Nanda
ନିଜର ଉଦ୍ୟମ ବଳରେ ଅନ୍ୟମାନଙ୍କୁ ସ୍ୱାବଲମ୍ବୀ କରାଇଛନ୍ତି ସୁଚିସ୍ମିତା

ଆଜି ସକଳ କ୍ଷେତ୍ରରେ ସମୟ ସହ ତାଳଦେଇ ଆଗକୁ ବଢୁଛି ନାରୀ। ଅସମ୍ଭବ କାମକୁ ସମ୍ଭବ କରିଦେଖାଉଛି। ସେଥିପାଇଁ ତ ସେ ଅନନ୍ୟା। ସେହି ନାରୀମାନେ ଆମ ସମାଜ ପାଇଁ ଜଣେ ଜଣେ ପ୍ରେରଣା। ସେମିତି ଜଣେ ନାରୀ ହେଲେ ସୁଚିସ୍ମିତା ନନ୍ଦ। ଆସନ୍ତୁ ଜାଣିବା ତାଙ୍କ ପିଲାଦିନର ସ୍ୱପ୍ନ…

prerana
ଦିନେ ପଡ଼ିଆରେ ଖେଳୁଥିଲେ, ଏବେ ଘରକୁ ଘର ବୁଲି ପେପର ଦେଉଛନ୍ତି...ପରିବାର ଚଳାଉଛନ୍ତି

ଖେଳ ପଡ଼ିଆରୁ ଖବର କାଗଜ ବିତରଣ। ଅନେକ ଆଶା ଆଉ ସ୍ୱପ୍ନ ନେଇ ସକାଳୁ ସକାଳୁ ଗଳିକୁ ଗଳି ବୁଲି ଇଏ ବିତରଣ କରନ୍ତୁ ସମ୍ବାଦପତ୍ର। ଦାରିଦ୍ର ସତ୍ୱେ ହାର ମାନିନାହାନ୍ତି ବରଂ ନିଜେ ପରିଶ୍ରମ କରି ପରିବାର ଚଳାଇବାରୁ ଭାର ନିଜ କାନ୍ଧକୁ ନେଇଛନ୍ତି ଶୋଭାରାଣୀ ଦାସ।

Prerana
ଖେଳ ପଡିଆରୁ ଖବରକାଗଜ ବିତରଣ... ଶୁଭାରାଣୀଙ୍କ ସଂଘର୍ଷର କାହାଣୀ

କିଏ କହେ ମହିଳା ଅବଳା ଦୁର୍ବଳା। ଏ କଥା ସଂପୂର୍ଣ୍ଣ ମିଛ। ଜଣେ ନାରୀ ହୋଇ ରାଜଧାନୀର ଛାତି ଉପରେ ସଂଘର୍ଷ କରି ଜିତିଛନ୍ତି ଶୁଭାରାଣୀ ଦାଶ। ଦେଖନ୍ତୁ, ତାଙ୍କ ସଂଘର୍ଷ ଓ ସଫଳତାର କଥା...

Shakuntala continued her career in the face of adversity
ସଂଘର୍ଷମୟ ପରିସ୍ଥିତିରେ ବି କ୍ୟାରିୟରକୁ ଆଗକୁ ନେଇଥିଲେ ଶକୁନ୍ତଳା

କଠିନ ପରିସ୍ଥିତିରେ ଯିଏ ସଠିକ ନିଷ୍ପତି ନେଇ ଜୀବନର ମୋଡ ବଦଳାଇ ଦେଇପାରେ ଏବଂ ସମାଜର ଚିନ୍ତାଧାରାରେ ପରିବର୍ତ୍ତନ ଆଣିଥାଏ, ସେ ହିଁ ଅନ୍ୟମାନଙ୍କ ପାଇଁ ବନିଥାଏ ପ୍ରେରଣାର ଉତ୍ସ। ସେମିତି ଜଣେ ମହିଳା ହେଲେ ମୟୁରଭଂଜ ଜିଲ୍ଲା ପାଇକସାହି ଅନ୍ତର୍ଗତ ଗୁରେଇଁ ଗାଁର ଝିଅ ଶକୁନ୍ତଳା ମହାନ୍ତି। ଆସନ୍ତୁ ତାଙ୍କ ବିଷୟରେ ଜାଣିନେବା।

To take the family responsible Damayanti become Auto driver
ପରିବାରର ଆର୍ଥିକ ବୋଝକୁ ହାଲୁକା କରିବା ପାଇଁ ଦମୟନ୍ତୀ ବନିଲେ ଅଟୋ ଚାଳକ

ନାରୀ ହୋଇଛି ସ୍ୱାବଲମ୍ବୀ। ପୁରୁଷ ସହ କାନ୍ଧରେ କାନ୍ଧ ମିଳେଇ ଚାଲୁଛି ବାଟ। ନିଜର ଉଦ୍ୟମ ବଳରେ ସମାଜର ମାନସିକତାରେ ବଡ଼ ପରିବର୍ତ୍ତନ ଆଣିବାରେ ସଫଳ ହୋଇଛି ନାରୀ। ସେମିତି ଜଣେ ନାରୀ ହେଲେ ଦମୟନ୍ତୀ ନାଏକ। ପରିବାର ବୋଝ ସମ୍ଭାଳିବା ପାଇଁ ସେ କିପରି ସାଜିଲେ ଅଟୋ ଚାଳକ ଆସନ୍ତୁ ସେ ବିଷୟରେ ଜାଣିବା।

The struggle life of Sunita Dasgupta
ଲଗାତାର ସଂଘର୍ଷ ଓ ଉଦ୍ୟମ ଯୋଗୁଁ ପରିବାରର ସାହାରା ବନିଲେ ସୁନିତା

ନିଜର ଉଦ୍ୟମ ଏବଂ ଧୈର୍ଯ୍ୟ ବଳରେ ନାରୀ ସବୁଥିରେ ସଫଳତା ପାଇଥାଏ। ସେ ପରିବାରର ଗର୍ବ ବନିଥାଏ, ସମାଜର ମାର୍ଗଦର୍ଶକ ବି ହୋଇଥାଏ। ସେହି ନାରୀମାନେ ଆମ ସମାଜ ପାଇଁ ଜଣେ ଜଣେ ପ୍ରେରଣା। ସେମିତି ଜଣେ ନାରୀ ହେଲେ ସୁନୀତା ଦାସଗୁପ୍ତା। ଆସନ୍ତୁ ତାଙ୍କ ବିଷୟରେ ଜାଣିବା।

Prerana- Meet Jyotsna Sahoo From Bhubaneswar Who Sets An Example Of Becoming Self Reliant
ସୁନାର ସ୍ୱପ୍ନ ଭାଙ୍ଗିଦେଲା ଚିଟ୍‌ଫଣ୍ଡ, ସମ୍ପତ୍ତି ବିକି ଟଙ୍କା ସୁଝିଲେ ହେଲେ...

ଭଲରେ ଥିଲେ ସବୁ ଆଡଜଷ୍ଟ କରିଦେବେ, ନିଶାରେ ଥିଲେ ସଂସାରର ସବୁ ଜିନିଷ ଆଣି ଦେଲେ କିଛି ଖାଇବେନି ସ୍ୱାମୀ। ଏ ଦୁଃଖ କାହାକୁ କହିବି? ଚିଟ୍‌ଫଣ୍ଡ ଭାଙ୍ଗିଦେଲା ସୁନାର ସଂସାର। ସମ୍ପତ୍ତି ବିକ୍ରି କରି ଲୋକଙ୍କ ଟଙ୍କା ସୁଝିଲେ, ହେଲେ ତା’ପରେ ଆଉ କୌଣସି କାମ କଲେନି। ପରିବାରର ପୂରା ଦାୟିତ୍ୱ ନିଜ ମୁଣ୍ଡକୁ ନେଇ ଏବେ ସମାଜ ପାଇଁ ପ୍ରେରଣା ସାଜିଛନ୍ତି ଯୋତ୍ସନା

If you work hard, you will succeed
ନିଷ୍ଠାର ସହ କାମ କଲେ ନିଶ୍ଚୟ ମିଳେ ସଫଳତା...

ନିଷ୍ଠାର ସହ କାମ କରୁଥିଲେ...କେବଳ ଗୁରୁଙ୍କ ଆଶୀର୍ବାଦ ମିଳିଲେ ଆପଣ ପାଇପାରିବେ ବଡ ସଫଳତା। ଦେଖନ୍ତୁ ସାଧନା ପାଇଁ କେମିତି ନିଋ ପାଇଁ ସୃଷ୍ଟି କରିପାରିଛନ୍ତି ସ୍ୱତନ୍ତ୍ର ପରିଚୟ...

Krushna Mohanty Talks About Baji Rout Chhatrabas
ଜାତି, ଧନୀ ଓ ଗରୀବର ବିଷମତା ଉଠିଗଲେ ଆମେ ବହୁତ ଆଗକୁ ଯିବା”

ନୂଆ ସମାଜ ଗଢିବା ଦରକାର। ଧନୀ, ଦରିଦ୍ରର ତାରତମ୍ୟ ରହିବା ଆଦୌ ଠିକ୍ ନୁହେଁ...ଶୁଣନ୍ତୁ ସମାଜସେବୀ କୃଷ୍ଣା ମହାନ୍ତି କଣ କହୁଛନ୍ତି..

Prerana
ଗଛରେ ଚଦର ବାନ୍ଧି ମାଆ ଶୁଆଇ ଦେଉଥିଲେ...ହେଲେ ନିଜ କାମକୁ ଭୁଲିନଥିଲେ

ପିଲାଦିନରୁ ସଂଘର୍ଷ କରି କରି ବଞ୍ଚିଛନ୍ତି କୃଷ୍ଣା ମହାନ୍ତି। ସବୁ ଆନ୍ଦୋଳନରେ ମୁଁ ମାଆ ସାଙ୍ଗରେ ଥିଲି, ସବୁବେଳେ ଜେଲ୍‌ରେ ରହିବାକୁ ଇଚ୍ଛା ହେଉଥିଲା। ହେଲେ ଆଜି ସମାଜ ପାଇଁ ସେ ସାଜିଛନ୍ତି ପ୍ରେରଣା, ଦେଖନ୍ତୁ କେମିତି କରୁଛନ୍ତି କାମ

Social worker Sanjukta Bharatiya
ନିଜେ ସଶକ୍ତ ହେବା ସହିତ ଅନ୍ୟକୁ ସଶକ୍ତ କରୁଛନ୍ତି ସଂଯୁକ୍ତା ଭାରତୀୟ

ମାନସିକ ଅନଗ୍ରସର ମହିଳାଙ୍କ ଦେବଦୂତ ସାଜିଛନ୍ତି ସଂଯୁକ୍ତା ଭାରତୀୟ। କୁଟାଖିଅରେ ଭାସିଯାଉଥିବା ଜୀବନକୁ ଉଦ୍ଧାର କରି ଜୀବନ ଜିଇଁବାର ବାଟ ଦେଖାଉଛନ୍ତି ସେ। ଏମିତି କରି ଆମ ସମାଜ ପାଇଁ ଉଦାହରଣ ସାଜିଛନ୍ତି ସଂଯୁକ୍ତା।

Prerana- Odisha\'s Volleyball Player Shakuntala\'s Inspiring Story
ଖେଳ ତ ସବୁଦିନ ହୁଏ, କିନ୍ତୁ ଚାଷରେ ବାପାଙ୍କୁ ଗୋଟିଏ ଦିନ ସାହାଯ୍ୟ କରୁ

ଖେଳିବା ସହ ବାପାଙ୍କୁ ଚାଷରେ ସାହାଯ୍ୟ କରିବାକୁ ପଡ଼େ। ପଡ଼ିଆରେ ଖେଳିବା ସହ ଖଳାକୁ ବିଲରୁ ଧାନ ମୁଣ୍ଡାଇ ଆଣିଥିଲେ...କଷ୍ଟ କରି ଏବେ ଅନ୍ୟମାନଙ୍କ ପାଇଁ ପାଲଟିଗଲେ ପ୍ରେରଣା, ଦେଖନ୍ତୁ ଏହି ଭିଡ଼ିଓ

Social Activist Sanjukta
ସେବାକୁ ନେଇ ଆମ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ସଂଯୁକ୍ତା ଭାରତୀୟ

ଜନନୀ ଆଶ୍ରମ। ନାଁ ଯେମିତି କାମ ବି ସେମିତି। ମାଆଠାରୁ ଅଧିକ ସ୍ନେହ ଏଇଠି ହିଁ ମିଳେ। ଆଉ ନିସ୍ୱାର୍ଥପର ସେବା କରି ଆସୁଥିବା ଜଣେ ପ୍ରେରଣାଦାୟୀ ମଣିଷକୁ ଚିହ୍ନନ୍ତୁ...