ରାକେଟ, କର୍କ, ନେଟ୍ ଓ ପଡିଆରେ ବିତେ ଅଧିକାଂଶ ସମୟ। ପିଲାଟି ବେଳୁ ସଂଘର୍ଷ କରି ପାଇଲେ ସଫଳତା। ଏବେ ଖେଳାଳିରୁ ବନିଗଲେଣି ରେଫରି। ବ୍ୟାଡମିଣ୍ଟନ୍ କୋଚ୍ ରୀତା ଦାଶ ଆଜି ଆମ ପାଇଁ ପ୍ରେରଣା...
ଆମ ସମାଜରେ ଏମିତି ଅନେକ ମହିଳା ଅଛନ୍ତି ଯେଉଁମାନେ କଷ୍ଟକର ପରିସ୍ଥିତିରେ ବି ଉଦ୍ୟମ ଏବଂ ପରିଶ୍ରମ ବଳରେ ସଫଳତା ହାସଲ କରିଛନ୍ତି। ନିଜର ଉଦ୍ୟମ ଏବଂ ବିଭିନ୍ନ ସଂଗଠନର ସହଯୋଗ ବଳରେ କେମିତି ଅନ୍ୟମାନଙ୍କ ପାଇଁ ଉଦାହରଣ ବନିପାରିଲେ ମୋନାଲିସା ଆସନ୍ତୁ ଜାଣିବା।
ସ୍ୱାମୀ ଚାଷୀ। ରୋଜଗାରରେ ପରିବାର ଚଳାଇବା କଷ୍ଟ। କିଛି କରିବାର ଆଶା ଆଜି ତାଙ୍କୁ ବହୁ ଆଗକୁ ନେଇ ଯାଇଛି। ପରିବାର ପ୍ରତିପୋଷଣରେ ସ୍ୱାମୀଙ୍କ ସହ କାନ୍ଧ ମିଳାଇବା ପାଇଁ କାଇଁଚ ବୁଣି ଚଳାଉଛନ୍ତି ପରିବାର
ଆଜି ସକଳ କ୍ଷେତ୍ରରେ ସମୟ ସହ ତାଳଦେଇ ଆଗକୁ ବଢୁଛି ନାରୀ। ଅସମ୍ଭବ କାମକୁ ସମ୍ଭବ କରିଦେଖାଉଛି। ସେଥିପାଇଁ ତ ସେ ଅନନ୍ୟା। ସେହି ନାରୀମାନେ ଆମ ସମାଜ ପାଇଁ ଜଣେ ଜଣେ ପ୍ରେରଣା। ସେମିତି ଜଣେ ନାରୀ ହେଲେ ସୁଚିସ୍ମିତା ନନ୍ଦ। ଆସନ୍ତୁ ଜାଣିବା ତାଙ୍କ ପିଲାଦିନର ସ୍ୱପ୍ନ…
ଖେଳ ପଡ଼ିଆରୁ ଖବର କାଗଜ ବିତରଣ। ଅନେକ ଆଶା ଆଉ ସ୍ୱପ୍ନ ନେଇ ସକାଳୁ ସକାଳୁ ଗଳିକୁ ଗଳି ବୁଲି ଇଏ ବିତରଣ କରନ୍ତୁ ସମ୍ବାଦପତ୍ର। ଦାରିଦ୍ର ସତ୍ୱେ ହାର ମାନିନାହାନ୍ତି ବରଂ ନିଜେ ପରିଶ୍ରମ କରି ପରିବାର ଚଳାଇବାରୁ ଭାର ନିଜ କାନ୍ଧକୁ ନେଇଛନ୍ତି ଶୋଭାରାଣୀ ଦାସ।
କିଏ କହେ ମହିଳା ଅବଳା ଦୁର୍ବଳା। ଏ କଥା ସଂପୂର୍ଣ୍ଣ ମିଛ। ଜଣେ ନାରୀ ହୋଇ ରାଜଧାନୀର ଛାତି ଉପରେ ସଂଘର୍ଷ କରି ଜିତିଛନ୍ତି ଶୁଭାରାଣୀ ଦାଶ। ଦେଖନ୍ତୁ, ତାଙ୍କ ସଂଘର୍ଷ ଓ ସଫଳତାର କଥା...
କଠିନ ପରିସ୍ଥିତିରେ ଯିଏ ସଠିକ ନିଷ୍ପତି ନେଇ ଜୀବନର ମୋଡ ବଦଳାଇ ଦେଇପାରେ ଏବଂ ସମାଜର ଚିନ୍ତାଧାରାରେ ପରିବର୍ତ୍ତନ ଆଣିଥାଏ, ସେ ହିଁ ଅନ୍ୟମାନଙ୍କ ପାଇଁ ବନିଥାଏ ପ୍ରେରଣାର ଉତ୍ସ। ସେମିତି ଜଣେ ମହିଳା ହେଲେ ମୟୁରଭଂଜ ଜିଲ୍ଲା ପାଇକସାହି ଅନ୍ତର୍ଗତ ଗୁରେଇଁ ଗାଁର ଝିଅ ଶକୁନ୍ତଳା ମହାନ୍ତି। ଆସନ୍ତୁ ତାଙ୍କ ବିଷୟରେ ଜାଣିନେବା।
ନାରୀ ହୋଇଛି ସ୍ୱାବଲମ୍ବୀ। ପୁରୁଷ ସହ କାନ୍ଧରେ କାନ୍ଧ ମିଳେଇ ଚାଲୁଛି ବାଟ। ନିଜର ଉଦ୍ୟମ ବଳରେ ସମାଜର ମାନସିକତାରେ ବଡ଼ ପରିବର୍ତ୍ତନ ଆଣିବାରେ ସଫଳ ହୋଇଛି ନାରୀ। ସେମିତି ଜଣେ ନାରୀ ହେଲେ ଦମୟନ୍ତୀ ନାଏକ। ପରିବାର ବୋଝ ସମ୍ଭାଳିବା ପାଇଁ ସେ କିପରି ସାଜିଲେ ଅଟୋ ଚାଳକ ଆସନ୍ତୁ ସେ ବିଷୟରେ ଜାଣିବା।
ନିଜର ଉଦ୍ୟମ ଏବଂ ଧୈର୍ଯ୍ୟ ବଳରେ ନାରୀ ସବୁଥିରେ ସଫଳତା ପାଇଥାଏ। ସେ ପରିବାରର ଗର୍ବ ବନିଥାଏ, ସମାଜର ମାର୍ଗଦର୍ଶକ ବି ହୋଇଥାଏ। ସେହି ନାରୀମାନେ ଆମ ସମାଜ ପାଇଁ ଜଣେ ଜଣେ ପ୍ରେରଣା। ସେମିତି ଜଣେ ନାରୀ ହେଲେ ସୁନୀତା ଦାସଗୁପ୍ତା। ଆସନ୍ତୁ ତାଙ୍କ ବିଷୟରେ ଜାଣିବା।
ଭଲରେ ଥିଲେ ସବୁ ଆଡଜଷ୍ଟ କରିଦେବେ, ନିଶାରେ ଥିଲେ ସଂସାରର ସବୁ ଜିନିଷ ଆଣି ଦେଲେ କିଛି ଖାଇବେନି ସ୍ୱାମୀ। ଏ ଦୁଃଖ କାହାକୁ କହିବି? ଚିଟ୍ଫଣ୍ଡ ଭାଙ୍ଗିଦେଲା ସୁନାର ସଂସାର। ସମ୍ପତ୍ତି ବିକ୍ରି କରି ଲୋକଙ୍କ ଟଙ୍କା ସୁଝିଲେ, ହେଲେ ତା’ପରେ ଆଉ କୌଣସି କାମ କଲେନି। ପରିବାରର ପୂରା ଦାୟିତ୍ୱ ନିଜ ମୁଣ୍ଡକୁ ନେଇ ଏବେ ସମାଜ ପାଇଁ ପ୍ରେରଣା ସାଜିଛନ୍ତି ଯୋତ୍ସନା
ନିଷ୍ଠାର ସହ କାମ କରୁଥିଲେ...କେବଳ ଗୁରୁଙ୍କ ଆଶୀର୍ବାଦ ମିଳିଲେ ଆପଣ ପାଇପାରିବେ ବଡ ସଫଳତା। ଦେଖନ୍ତୁ ସାଧନା ପାଇଁ କେମିତି ନିଋ ପାଇଁ ସୃଷ୍ଟି କରିପାରିଛନ୍ତି ସ୍ୱତନ୍ତ୍ର ପରିଚୟ...
ନୂଆ ସମାଜ ଗଢିବା ଦରକାର। ଧନୀ, ଦରିଦ୍ରର ତାରତମ୍ୟ ରହିବା ଆଦୌ ଠିକ୍ ନୁହେଁ...ଶୁଣନ୍ତୁ ସମାଜସେବୀ କୃଷ୍ଣା ମହାନ୍ତି କଣ କହୁଛନ୍ତି..
ପିଲାଦିନରୁ ସଂଘର୍ଷ କରି କରି ବଞ୍ଚିଛନ୍ତି କୃଷ୍ଣା ମହାନ୍ତି। ସବୁ ଆନ୍ଦୋଳନରେ ମୁଁ ମାଆ ସାଙ୍ଗରେ ଥିଲି, ସବୁବେଳେ ଜେଲ୍ରେ ରହିବାକୁ ଇଚ୍ଛା ହେଉଥିଲା। ହେଲେ ଆଜି ସମାଜ ପାଇଁ ସେ ସାଜିଛନ୍ତି ପ୍ରେରଣା, ଦେଖନ୍ତୁ କେମିତି କରୁଛନ୍ତି କାମ
ମାନସିକ ଅନଗ୍ରସର ମହିଳାଙ୍କ ଦେବଦୂତ ସାଜିଛନ୍ତି ସଂଯୁକ୍ତା ଭାରତୀୟ। କୁଟାଖିଅରେ ଭାସିଯାଉଥିବା ଜୀବନକୁ ଉଦ୍ଧାର କରି ଜୀବନ ଜିଇଁବାର ବାଟ ଦେଖାଉଛନ୍ତି ସେ। ଏମିତି କରି ଆମ ସମାଜ ପାଇଁ ଉଦାହରଣ ସାଜିଛନ୍ତି ସଂଯୁକ୍ତା।
ଖେଳିବା ସହ ବାପାଙ୍କୁ ଚାଷରେ ସାହାଯ୍ୟ କରିବାକୁ ପଡ଼େ। ପଡ଼ିଆରେ ଖେଳିବା ସହ ଖଳାକୁ ବିଲରୁ ଧାନ ମୁଣ୍ଡାଇ ଆଣିଥିଲେ...କଷ୍ଟ କରି ଏବେ ଅନ୍ୟମାନଙ୍କ ପାଇଁ ପାଲଟିଗଲେ ପ୍ରେରଣା, ଦେଖନ୍ତୁ ଏହି ଭିଡ଼ିଓ
ଜନନୀ ଆଶ୍ରମ। ନାଁ ଯେମିତି କାମ ବି ସେମିତି। ମାଆଠାରୁ ଅଧିକ ସ୍ନେହ ଏଇଠି ହିଁ ମିଳେ। ଆଉ ନିସ୍ୱାର୍ଥପର ସେବା କରି ଆସୁଥିବା ଜଣେ ପ୍ରେରଣାଦାୟୀ ମଣିଷକୁ ଚିହ୍ନନ୍ତୁ...