Advertisment

ସୁନାର ସ୍ୱପ୍ନ ଭାଙ୍ଗିଦେଲା ଚିଟ୍‌ଫଣ୍ଡ, ସମ୍ପତ୍ତି ବିକି ଟଙ୍କା ସୁଝିଲେ ହେଲେ...

ଭଲରେ ଥିଲେ ସବୁ ଆଡଜଷ୍ଟ କରିଦେବେ, ନିଶାରେ ଥିଲେ ସଂସାରର ସବୁ ଜିନିଷ ଆଣି ଦେଲେ କିଛି ଖାଇବେନି ସ୍ୱାମୀ। ଏ ଦୁଃଖ କାହାକୁ କହିବି? ଚିଟ୍‌ଫଣ୍ଡ ଭାଙ୍ଗିଦେଲା ସୁନାର ସଂସାର। ସମ୍ପତ୍ତି ବିକ୍ରି କରି ଲୋକଙ୍କ ଟଙ୍କା ସୁଝିଲେ, ହେଲେ ତା’ପରେ ଆଉ କୌଣସି କାମ କଲେନି। ପରିବାରର ପୂରା ଦାୟିତ୍ୱ ନିଜ ମୁଣ୍ଡକୁ ନେଇ ଏବେ ସମାଜ ପାଇଁ ପ୍ରେରଣା ସାଜିଛନ୍ତି ଯୋତ୍ସନା

author-image
Otv Khabar Bureau

Bhubaneswar Prerana Self-Reliant Example Jyotsna Sahoo
Advertisment
Advertisment