• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Praveen Kumar Sobti

bheem
ଚିରନିଦ୍ରାରେ ପ୍ରବଳ ପ୍ରତାପୀ ଭୀମ ! ପ୍ରବୀଣଙ୍କ ଚମତ୍କାର ସଂଳାପ ସାଙ୍ଗକୁ ଉଚ୍ଚକୋଟୀର ଅଭିନୟରେ ବନ୍ଧା ଥିଲେ ଦର୍ଶକ

ବନବାସ ସମୟରେ ନିଜ ବଡଭାଇ ପବନ ପୁତ୍ର ହନୁମାନଙ୍କ ଦର୍ଶନ ଲାଭ କରି କୃତାର୍ଥ ହୋଇଥିଲେ ସେ । ପିଲାଦିନେ ନାଗଲୋକ ଯାଇ ୭ କାଂଚି ସୁଧାର ରସ ପାନ କରିଥିଲେ ସେ । ଦ୍ରୌପଦୀଙ୍କୁ ବିଭିନ୍ନ ସମୟରେ ସୁରକ୍ଷା ଦେଇଥିଲେ ସେ । ଏ ସମସ୍ତ ଭୂମିକାରେ ଯିଏ ସୁନ୍ଦର ରୂପରେ ଅଭିନୟ କରିଥିଲେ ସେ ହେଉଛନ୍ତି ପ୍ରବୀଣ କୁମାରା

Mahabharat's 'Bheem' Praveen Kumar Sobti passes away
ମହାଭାରତ ‘ଭୀମ’ଙ୍କ ପରଲୋକ

ବଲିଉଡ୍ ଅଭିନେତା ପ୍ରବୀଣ କୁମାର ସୋବତିଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ସିରିଏଲ୍ ମହାଭାରତରେ ‘ଭୀମ’ ଚରିତ୍ରରେ ପ୍ରବୀଣ କୁମାର ଅଭିନୟ କରିଥିଲେ।