• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Neuro Problems

ଗୋଡ଼ହାତ ଝିମ୍‌ଝିମ୍ ହେଲେ କ’ଣ କରିବେ
Peripheral Neuropathy Awareness: ପେରିଫେରାଲ୍ ନ୍ୟୁରୋପାଥି କ’ଣ ? ଜାଣନ୍ତୁ ଏହାର କାରଣ ଓ ସମାଧାନ

ତଳିପାଦ, ହାତ ପାପୁଲି ଓ ଆଙ୍ଗୁଠି ଝିମଝିମ୍ ହେବା ଅନେକ ଭୋଗିଥିବେ, ଏହାକୁ ପେରିଫେରାଲ୍ ନ୍ୟୁରୋପାଥି କୁହାଯାଏ। କିଛି ଜଣଙ୍କ କ୍ଷେତ୍ରରେ ଏହା ଅଳ୍ପ ଦିନ ପରେ ଆପେ ଆପେ କିମ୍ବା କିଛି ଉପଚାର ପରେ ଦୂର ହୋଇଯାଏ, କିନ୍ତୁ କିଛି ଜଣଙ୍କ ଠାରେ ବାରମ୍ବାର ଓ ଦୀର୍ଘସ୍ଥାୟୀ ହୋଇଥାଏ। ଏହା ସ୍ନାୟୁଗତ କାରଣଠୁ ଆରମ୍ଭ କରି ପୁଷ୍ଟିହୀନତାରୁ ମଧ୍ୟ ହୋଇପାରେ। ତେବେ କାରଣ ଜଣା ପଡିଲେ ହିଁ ଚିକିତ୍ସା ସମ୍ଭବ। ଏହାକୁ ସାଧାରଣ ଭାବି ଅଣଦେଖା କରିବା ଅନୁଚିତ।