• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Murdercase

crime
ବିଲ୍ଡରଙ୍କୁ ହତ୍ୟା ମାମଲାରପର୍ଦ୍ଦାଫାସ

ଜମିବାଡି ବିବାଦରୁ ପିଟିପିଟି ହତ୍ୟା । ଏୟାରଫିଲ୍ଡ ଥାନା ପଧାନସାହି ଅଞ୍ଚଳରେ ଘଟିଛି ହତ୍ୟାକାଣ୍ଡ । ବିଲ୍ଡର ସସ୍ମିତ ବିଶ୍ବାଳ ଓରଫ ଚିନୁଙ୍କୁ ହତ୍ୟାକରି ଗାଁ ଖେଳପଡିଆ ନିକଟ କାଜୁ ଜଙ୍ଗଲରେ ଫିଙ୍ଗିଦେଲେ।

Baleswar murder case
ସାମାନ୍ୟ ବଚସାରୁ ଯୁବକଙ୍କୁ ବୀଭତ୍ସ ହତ୍ୟା

ଯୁବକଙ୍କୁ ବୀଭତ୍ସ ହତ୍ୟା । ବାଲେଶ୍ୱର ଟାଉନ୍ ଥାନା ନିକଟରେ ଯୁବକଙ୍କୁ ବୀଭତ୍ସ ହତ୍ୟା ହୋଇଥିବା ସୂଚନା । ସାମାନ୍ୟ ବଚସାକୁ ନେଇ ମୁଣ୍ଡକୁ ଶାବଳରେ ପିଟିପିଟି ହତ୍ୟା କରାଯାଇଥିବା ସୂଚନା ମିଳିଛି । ଯୁବକଙ୍କୁ ହତ୍ୟା ପରେ ଅଭିଯୁକ୍ତ ଜଣକ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି ।

ସାଙ୍ଘାତିକ୍‌, ସଙ୍ଗୀନ...ସେବାୟତ କୃଷ୍ଣ ପ୍ରତିହାରୀଙ୍କ ହତ୍ୟା ପାଇଁ ହୋଇଥିଲା ୩୦ ଲକ୍ଷ ଡିଲ୍‌?

ସାଙ୍ଘାତିକ୍‌, ସଙ୍ଗୀନ...ସେବାୟତ କୃଷ୍ଣ ପ୍ରତିହାରୀଙ୍କ ହତ୍ୟା ପାଇଁ ହୋଇଥିଲା ୩୦ ଲକ୍ଷ ଡିଲ୍‌?

OIS OFFICER_ARREST_ON_MANAS_MURDER_
ମାନସଙ୍କୁ ମାରିଦେଲା ମେମୋରିଚିପ୍‌? ଜାଣନ୍ତୁ କଣ ଥିଲା ପୂରା କାହାଣୀ?

ମାନସଙ୍କୁ ମାରିଦେଲା ମେମୋରିଚିପ୍‌? ଜାଣନ୍ତୁ କଣ ଥିଲା ପୂରା କାହାଣୀ?

murder in bhubaneswar
ବୀଭତ୍ସ ହତ୍ୟା ପଛରେ ରହିଛି ପୂର୍ବ ସମ୍ପର୍କ?

ଭୁବନେଶ୍ୱର ଭୀମଟାଙ୍ଗି ଅଂଚଳରେ ମହିଳାଙ୍କୁ ବୀଭତ୍ସ ହତ୍ୟାକାଣ୍ଡ ପଛରେ ରହିଛି ପୂର୍ବ ସମ୍ପର୍କ । ଏକଥା ନିଜେ କହିଛନ୍ତି ଅଭିଯୁକ୍ତଙ୍କ ମା’ସାବିତ୍ରୀ ପ୍ରଧାନ। ମୃତ ମହିଳା ପ୍ରିୟଙ୍କାଙ୍କ ସହ ତାଙ୍କ ପୁଅ ଜଗନ୍ନାଥଙ୍କ ନିବିଡ଼ ସମ୍ପର୍କ ଥିଲା ବୋଲି ସେ କହିଛନ୍ତି। ବିବାହ ପୂର୍ବରୁ ଜଗନ୍ନାଥଙ୍କୁ ଜାଣିଥିଲେ ପ୍ରିୟଙ୍କା। ତେବେ ପ୍ରିୟଙ୍କାଙ୍କ ବିବାହ ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ରହି ନଥିଲା। ଗତବର୍ଷ ଲକଡାଉନ୍‌ ପରେ ଉଭୟଙ୍କ ମଧ୍ୟରେ ପୁଣି ସମ୍ପର୍କ ଆରମ୍ଭ ହୋଇଥିଲା ବୋଲି କହିଛନ୍ତି ଅଭିଯୁକ୍ତଙ୍କ ମା।