• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mud House

mud house
ସୁନ୍ଦର ଡିଜାଇନର ମାଟିଘର

ମାଟିର କାନ୍ଥ, ମାଟି ବି ଚଟାଣ । ଘରର ସୁନ୍ଦର ସୁନ୍ଦର ଡିଜାଇନ୍ସବୁ ମାଟିରେ ତିଆରି । ଏ ଘରର ମାଲିକ କୌଣସି ଗରିବ ନୁହଁନ୍ତି । କି ଏହି ଘରଟି ପୁରୁଣା ସମୟର ବି ନୁହେଁ । ଜଣେ ଧନୀ ବ୍ୟକ୍ତି ଏହି ଘରକୁ କରିଛନ୍ତି । ଆଉ ଏଠାରେ ସେ ନିଜର ପତ୍ନୀ ଓ ପରିବାର ସହ ରହୁଛନ୍ତି ।

pratap sarangi
ଦିଲ୍ଲୀରେ ନନାଙ୍କ ମାଟିଘର; କେମିତି ତିଆରି ହୋଇଛି ଦେଖନ୍ତୁ...

ପରିବେଶ ଅନୁକୂଳ ରହିଛି ଏହି ଘର । ଘରେ ପାଇଖାନା ସହ ଗାଧୁଆ ଘର ‍‍ବି ଅଛି । ଏହି ଘରେ ଦୁଇଟି ବେଡରୁମ୍ ସହ ଗୋଟିଏ ବୈଠକ କୋଠରୀ ରହିଛି । ଘରେ ବସିବା ଓ ଶୋଇବା ପାଇଁ ମାଟିରେ ପିଣ୍ଡା ନିର୍ମାଣ କରାଯାଇଛି ।

mud house
ଦମ୍ପତି ତିଆରି କଲେ ମାଟିର ମହଲ ! ଖର୍ଚ୍ଚ ମାତ୍ର ୪ ଲକ୍ଷ, ୭୦୦ ବର୍ଷ ପୁରୁଣା କୌଶଳ ବ୍ୟବହାର କରି ତିଆରି ହୋଇଛି ଘର

ପୁଣେର ଦମ୍ପତି ମାଟିରେ ତିଆରି କରିଛନ୍ତି ଦୁଇ ମହଲା କୋଠା । ଅଳ୍ପ ଖର୍ଚ୍ଚରେ ନିଜର ସ୍ୱପ୍ନର ଘର ତିଆରି କରିପାରିଛନ୍ତି ।