ପ୍ରେମର ସ୍ୱୀକୃତି ପାଇଁ ଜଣେ ନାବାଳିକା ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବିଷ ପିଇ ଘର ଲୋକଙ୍କୁ ଡରାଇବାକୁ ଉଦ୍ୟମ କରି ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।