ପତ୍ନୀଙ୍କୁ ଉପହାରରେ ଦେଲେ ତାହମହଲ ସଦୃଶ ଘର । ସ୍ତ୍ରୀଙ୍କୁ ଉପହାର ଦେବାକୁ ସ୍ୱାମୀ ନିର୍ମାଣ କରିଛନ୍ତି ଏହି ମହଲ । ଏହି ଘର ପ୍ରସ୍ତୁତ ପାଇଁ ଲାଗିଛି ୩ ବର୍ଷ ସମୟ ଲାଗିଛି ।
ବର୍ଷେ ତଳେ ହତ୍ୟା, ଏବେ ମିଳିଲା ଅବଶେଷ। ପାରିବାରିକ ଅଶାନ୍ତିରୁ ପତ୍ନୀକୁ ହତ୍ୟା କଲା ସ୍ବାମୀ । ବର୍ଷେ ପରେ ମିଳିଲା ପତ୍ନୀର ମୃତଦେହର ଅବଶେଷ। ବର୍ଷେ ତଳେ ପ୍ରେମ ବିବାହ କରିଥିଲେ
ସୋସିଆଲ ମିଡିଆ ଅଭ୍ୟାସ ଛଡ଼ାଉଛି ଚାପୁଡ଼ା । ଫେସବୁକରୁ ଦୂରେଇ ରହିବା ପାଇଁ ଅଭିନବ ଉପାୟ । ଚାପୁଡ଼ା ମାରିବାକୁ ରଖିଛନ୍ତି ସୁନ୍ଦର ଯୁବତୀ । ଟିକେ ସୋସିଆଲ୍ ମିଡିଆ ଖୋଲୁଖୋଲୁ ବସୁଛି ଚାପୁଡା
ଗୁହାରି ପରେ ଶୁଣିଲାନି ପ୍ରଶାସନ। ଧାର କରଜ କରି ମାତ୍ର ୧୫ ଦିନରେ ନଦୀରେ ପୋଲ ତିଆରି କରିଦେଲେ ବାପା ଓ ପୁଅ। ଏହି ପୋଲ ଦେଇ ଯାଉଛନ୍ତି ୫୦ ଖଣ୍ଡର ଗାଁ ଲୋକେ। ଦେଖନ୍ତୁ ଏହି ସ୍ୱତନ୍ତ୍ର ଭିଡ଼ିଓ...
କଟକ : ନିଜ ତଣ୍ଟି ନିଜେ କାଟିଲେ ଯୁବକ। କଟକ କ୍ୟାଣ୍ଟନମେଣ୍ଟ ଥାନା ପଟାପୋଲ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଶ୍ରୀଚଣ୍ଡି ନାମକ ଜଣେ ଯୁବକ ଛୁରୀରେ ନିଜ ତଣ୍ଟି କାଟି ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ପାରିବାରିକ କଳହରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।