ଓଟିଭିରେ ପଞ୍ଚାୟତ ରାୟ ଡିବେଟ ଚାଲିଥିବା ବେଳେ ରାଜ୍ୟର ଜଣେ ବରିଷ୍ଠ ନେତା ତଥା ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ।
ଏଠି ଲୋକଙ୍କ କଥାରେ କିଛି ହୁଏ ନାହିଁ। ପ୍ରଶାସକଙ୍କୁ ନେଇ ଶାସନ କରନ୍ତି ନବୀନ ବାବୁ....ରାଜ୍ୟରେ କଲେକ୍ଚର ପ୍ରେସିଚଡେଂଟ୍ ଓ ଏସ୍ପିମାନେ ସେକ୍ରେଟାରୀ ପରି କାମ କରୁଛନ୍ତି। ଖୋଲାକଥାରେ ହଟ୍ସିଟ୍ରେ ବସି ଏମିତି କହିଛନ୍ତି ବିଜେପି ନେତା ଜୟନାରାୟଣ ମିଶ୍ର
A unique chat show that probes our celebrities to face the facts and rumors about themselves and bring forth the truth for the audience. This show aims